୧୦ ଦିନ ପରେ ବି ସୁଧୁରୁନି ଖୁଚୁରା ସଂକଟ : ଆଜି ବି ଏଟିଏମ ଆଗରେ ଲୋକଙ୍କ ଲମ୍ବା ଲାଇନ

26

କନକ ବ୍ୟୁରୋ : ବଡ ନୋଟ ଅଚଳ ଘୋଷଣାକୁ ୧୦ ଦିନ ବିତିଥିଲେ ସୁଦ୍ଧା ସୁଧୁରୁନି ଖୁଚୁରା ସଂକଟ । ଆଜି ବି ଏଟିଏମ ଆଗରେ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍ । ଏଟିଏମରେ ଟଙ୍କା ଭରା ହେବା ମାତ୍ରେ ଲାଗୁଛି ଲୋକଙ୍କ ଧାଡି । ସେପଟେ ଆଜିଠୁ ବ୍ୟାଙ୍କରେ କେବଳ ୨ ହଜାର ଟଙ୍କା ବଦଳ କରିପାରିବେ ଲୋକ । କଳା ଟଙ୍କା ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତି ।

ଦେଖନ୍ତୁ ଏହି ଭିଡିଓ –