6କୁହାଯାଏ କଳାକାରର କଳା ନିପୂଣତା ଭଗବାନଙ୍କ ବରଦାନ। ସୃଜନଶୀଳତାର ଏକ ଭିନ୍ନ ଚମକ। ଏମିତି ଜଣେ ଆଶ୍ଚର୍ଯ୍ୟଜନକ କଳାକାର ହେଲେ ଇଟାଲୀର ଲ୍ୟାଣ୍ଡ ଆର୍ଟିଷ୍ଟ ଦାରିଓ ଗାମ୍ବାରିନ୍। ନିଜର ଅପୂର୍ବ କଳା ଦକ୍ଷତାରେ ତିଆରି କରିଛନ୍ତି ଏକ ଅଦ୍ଭୂତ କଳାକୃତି ।

3ଏହି ଲ୍ୟାଣ୍ଡ ଆର୍ଟିଷ୍ଟ ଦାରିଓ ଗାମ୍ବାରିନ, ନିଜର ଟ୍ରାକ୍ଟର ଦ୍ୱାରା ଭୂମିରେ ତିଆରି କରିଛନ୍ତି ଏକ ଚମକପ୍ରଦ ପେଟିଂ। ଡେମୋକ୍ରେଟିକ ପ୍ରେସେିଡେଂଟ ନୋମିନି ହିଲାରୀ କ୍ଲିଂଟନଙ୍କ ଏକ ପ୍ରତିଛବି ଆଙ୍କିଛନ୍ତି ଭୂମି ଉପରେ । ତା ସହ ଦେଇଛନ୍ତି ଏକ ସ୍ଲୋଗାନ୍ ‘ ୟୁ ମଷ୍ଟ, ୟୁ କ୍ୟାନ୍ ’।

ଦେଖନ୍ତୁ ଏହି ଚମକପ୍ରଦ ପେଟିଂକୁ ଏହି ଭିଡିଓରୁ –