ଅଜବ କଳାକାର : ନିଜ ତୂଳୀରେ ନୁହେଁ , ଟ୍ରାକ୍ଟରରେ ବନେଇଲେ ପେଟିଂ

37

6କୁହାଯାଏ କଳାକାରର କଳା ନିପୂଣତା ଭଗବାନଙ୍କ ବରଦାନ। ସୃଜନଶୀଳତାର ଏକ ଭିନ୍ନ ଚମକ। ଏମିତି ଜଣେ ଆଶ୍ଚର୍ଯ୍ୟଜନକ କଳାକାର ହେଲେ ଇଟାଲୀର ଲ୍ୟାଣ୍ଡ ଆର୍ଟିଷ୍ଟ ଦାରିଓ ଗାମ୍ବାରିନ୍। ନିଜର ଅପୂର୍ବ କଳା ଦକ୍ଷତାରେ ତିଆରି କରିଛନ୍ତି ଏକ ଅଦ୍ଭୂତ କଳାକୃତି ।

3ଏହି ଲ୍ୟାଣ୍ଡ ଆର୍ଟିଷ୍ଟ ଦାରିଓ ଗାମ୍ବାରିନ, ନିଜର ଟ୍ରାକ୍ଟର ଦ୍ୱାରା ଭୂମିରେ ତିଆରି କରିଛନ୍ତି ଏକ ଚମକପ୍ରଦ ପେଟିଂ। ଡେମୋକ୍ରେଟିକ ପ୍ରେସେିଡେଂଟ ନୋମିନି ହିଲାରୀ କ୍ଲିଂଟନଙ୍କ ଏକ ପ୍ରତିଛବି ଆଙ୍କିଛନ୍ତି ଭୂମି ଉପରେ । ତା ସହ ଦେଇଛନ୍ତି ଏକ ସ୍ଲୋଗାନ୍ ‘ ୟୁ ମଷ୍ଟ, ୟୁ କ୍ୟାନ୍ ’।

ଦେଖନ୍ତୁ ଏହି ଚମକପ୍ରଦ ପେଟିଂକୁ ଏହି ଭିଡିଓରୁ –