ପୁରସ୍କାର ପାଇଲା ଫିଲ୍ମ, ହେଲେ ହିରୋର ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ

25

ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂ ଉପରେ ଆଧାରିତ ଫିଲ୍ମ ଏବେ ପହଁଚିଛି ଜାତୀୟ ସ୍ତରରେ । ଫିଲ୍ମ ଦୂରନ୍ତୋକୁ ମିଳିଛି ଶ୍ରେଷ୍ଠ ଶିଶୁ ଫିଲ୍ମର ଆୱାର୍ଡ । ହେଲେ ଏବେ କଣ କରୁଛନ୍ତି ବୁଦ୍ଧିଆ ସିଂ । ୪ବର୍ଷ ବୟସରେ ଯେଉଁ କମାଲ କରିଥିଲେ ବୁଦ୍ଧିଆ, ଏବେ ସେଥିରେ ବ୍ରେକ୍ ଲାଗିଛି କି? ଦେଖନ୍ତୁ କନକ ନ୍ୟୁଜର ଏକ୍ସ୍ସକ୍ଲୁସିଭ ରିପୋର୍ଟ । ..