ପ୍ରଚଣ୍ଡ ଖରାରେ ଜଳୁଛି ରାଜଧାନୀ,ହିଟ୍ ୱେଭର ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

16

ପ୍ରଚଣ୍ଡ ଖରାରେ ଜଳୁଛି ରାଜଧାନୀ । ଏନେଇ ହିଟ୍ ୱେଭର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସେପଟେ ଭୁବନେଶ୍ୱରରେ ଦିନ ସାଢେ ଗୋଟେ ସୁଦ୍ଧା ପାରା ୪୩.୨ ଡିଗ୍ରୀକୁ ଛୁଇଁଛି । ପ୍ରଚଣ୍ଡ ଖରାରେ ଘରୁ ବାହାରିବା ଏବେ କାଠିକର ପାଠ ହୋଇଯାଇଛି । ସାଧାରଣ ଜନଜୀବନ ଖରାର କୋପରେ ଅସ୍ତବ୍ୟସ୍ତ ହୋଇପଡିଛି ।