କଟକ ମଧୁପାଟଣା ଛକରେ ଓଲଟିଲା ଗୋରୁ ବୋଝେଇ ଟ୍ରକ: ୭ରୁ ଅଧିକ ଗୋରୁ ମୃତ

37

କନକ ବ୍ୟୁରୋ: କଟକ ମଧୁପାଟଣା ଛକରେ ଓଲଟିଲା ଗୋରୁ ବୋଝେଇ ଟ୍ରକ । ଦୁର୍ଘଟଣାରେ ୭ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି । ପ୍ରତିବାଦରେ ଗୋ-ରକ୍ଷକ ସଂଗଠନ ପକ୍ଷରୁ ମଧୁପାଟଣା ଛକରେ ରାସ୍ତାରୋକ କରାଯାଇଛି । ଖୋର୍ଦ୍ଧାରୁ ସମ୍ବଲପୁର ଅଭିମୁଖେ ଯାଉଥିଲା ଗୋରୁ ବୋଝେଇ ଟ୍ରକ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –