ଆରଏସପି ଅଧିକାରୀ ବି.ପି. ବର୍ମା ଗିରଫ ମାମଲା : ଷ୍ଟେଟ ବ୍ୟାଙ୍କ ବ୍ରାଂଚରେ ସିବିଆଇର ୭ ଜଣିଆ ଟିମର ଯାଂଚ

47

କନକ ବ୍ୟୁରୋ : ଆରଏସପି ଅଧିକାରୀ ବି.ପି. ବର୍ମା ଗିରଫ ମାମଲା । ରାଉରକେଲା ସେକ୍ଟର ୧୯ ନମ୍ବର ଷ୍ଟେଟ ବ୍ୟାଙ୍କ ବ୍ରାଂଚରେ ସିବିଆଇ ଟିମ । ସିବିଆଇର ୭ ଜଣିଆ ଟିମ ଆକାଉଂଟ ଯାଂଚ କରୁଛି । ଏନେଇ ପ୍ରମାଣ ମିଳିବା ପରେ ରାଉରକେଲା ସମେତ ବୋକାରୋ, ଜାମସେଦପୁର ଓ କୋଲକାତାରେ ଏକକାଳୀନ ଚଢାଉ କରିଥିଲା ପୁଲିସ । ଟେଣ୍ଡର ପାସ୍ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଂଚ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।