ସମ୍ବଲପୁରରେ ହନୁମାନ ଜୟନ୍ତୀକୁ ନେଇ ପୁଲିସର ଆଗୁଆ ପଦକ୍ଷେପ ! ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ୭ ଗିରଫ

47

କନକ ବ୍ୟୁରୋ : ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୁଲିସର ଆଗୁଆ ପଦକ୍ଷେପ । ହନୁମାନ ଜୟନ୍ତରୀର କର୍ମକତାଙ୍କୁ ପୁଲିସ ଗିରଫ କରିଛି । ୫ ଜଣ ମହିଳା ସମେତ ୩ ଜଣ ପୁରୁଷଙ୍କୁ ଗିରଫ କରାଯାଇଛି । ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇବାକୁ ନେଇ ପୂର୍ବରୁ ବହୁ ଥର ବିବାଦ ହୋଇଛି । ଏହାକୁ ଆଖି ଆଗରେ ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-