କେନ୍ଦୁଝର: ନଡପଡା ଜଙ୍ଗଲରୁ ୬ ଜଣ ହାତୀ ଶିକାରୀ ଗିରଫ

25

କନକ ବ୍ୟୁରୋ: କେନ୍ଦୁଝର ନଡପଡା ଜଙ୍ଗଲରୁ ୬ ଜଣ ହାତୀ ଶିକାରୀ ଗିରଫ । ହାତୀ ଶିକାର ପାଇଁ ଉଦ୍ୟମ କରୁଥିବା ବେଳେ ବନବିଭାଗ ଏମାନଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ବନ୍ଧୁକ,ବାରୁଦ, ମାରଣାସ୍ତ୍ର ଜବତ କରିଛି ବିନବିଭାଗ । ଏମାନଙ୍କ ମଧ୍ୟରେ ୨ ଜଣ ଅନ୍ତରାଜ୍ୟ ହାତୀ ଦାନ୍ତ ମାଫିଆ ଥିବା ଜଣାପଡିଛି ।