ତିନି ଦିନ ଭିତରେ ବଜ୍ରାଘାତ ନେଲା ୫୨ ଜଣଙ୍କ ଜୀବନ

31

କନକ ବ୍ୟୁରୋ : ରାଜ୍ୟରେ ତିନି ଦିନରେ ବଜ୍ରାଘାତ ମୃତ୍ୟୁ ସଂଖ୍ୟା ୫୨ ରେ ପହଂଚିଛି । ଏନେଇ କଂଟ୍ରୋଲ ରୁମରୁ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।