କନକ ବ୍ୟୁରୋ : କନକ ନ୍ୟୁଜ ଷ୍ଟୁଡିଓରେ ମୁକ୍ତ ଓଡିଆ ଯୁବକ । କହିଲେ ସେଠାର ଦୁର୍ଦଶାର କାହାଣୀ। ଆମକୁ ନିର୍ଯ୍ୟାତନା ଦିଆଯାଉଥିଲା। ଚୁକ୍ତି ଠାରୁ କମ୍ ଦରମା ଦିଆଯାଉଥିଲା। ୨ଟି ପ୍ରବାସୀ ଓଡିଆ ସଂଗଠନ ସାହାଯ୍ୟ କରିଛନ୍ତି। କଂପାନୀ ଉପରେ ବାକି ଅଛ ସାଢେ ୪ଲକ୍ଷ ଟଙ୍କା ।