ଦୁବାଇରେ ଦୁର୍ଦ୍ଦଶା : ଚିନ୍ତାରେ ଫସି ରହିଥିବା ଓଡିଆଙ୍କ ପରିବାର

37

ଅଧିକ ରୋଜଗାର ପାଇଁ ଘରର ପୁଅ ଦୁବାଇ ଯାଇଥିଲା । ପରିବାର ଆଶା ବାନ୍ଧି ବସିଥିଲେ ପୁଅ ଟଂକା ଆଣିବ ଏବଂ ପରିବାର ସବୁ ସମସ୍ୟା ଦୂର ହୋଇଯିବ । କିନ୍ତୁ ଟଂକା ତ ନୁହେଁ ଏକ ଭିଡିଓ ଆସିଲା । ଯେଉଁଥିରେ ନିଜ ପୁଅ ହାତ ଯୋଡି ନେହୁରା ହେଉଛି କେମିତି ଘରକୁ ଫେରିବେ। ଏ କାହାଣୀ ଗଂଜାମ ଖଲିକୋଟ ଅଂଚଳର କିଛି ଦରିଦ୍ର ପରିବାରର । ଦେଖନ୍ତୁ ମୁକ୍ତି ପାଇଁ ବାଟ ଖୋଜୁଥିବା ଏହି ଯୁବକମାନେ ପଠାଇଥିବା ଭିଡିଓ ।