ଭୁବନେଶ୍ୱର ଡୁମୁଡୁମାରେ ଡକାୟତି : ବାହାରପଟୁ ତାଲାମାରି ସୁନା ଗହଣା ଓ ଟଙ୍କା ଲୁଟ

20

ଭୁବନେଶ୍ୱର : ଭୁବନେଶ୍ୱରରେ ଏକ ବଡ ଧରଣର ଡକାୟତି । ଡୁମଡୁମା ଅଂଚଳରେ ଥିବା ଦୁଇ ମହଲା ବିଲଡିଂରେ କଳାକନା ବୁଲାଇ ଦୁର୍ବୃତ ଫେରାର୍  । ଘର ଭିତରେ ପସି ଲକ୍ଷାଧିତ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ଏପରିକି ଘରେ ଥିବା ଆମେରିକୀୟ ଡଲାର ମଧ୍ୟ ଲୁଟି ନେଇଛନ୍ତି । ବିଳମ୍ବିତ ରାତିରେ ଘଟାଇଥିବା ଏହି ଘଟଣାରେ ସେମାନେ ଘର ବାହାରୁ ପଟୁତାଲା ପକାଇ ଫେରାର ହୋଇଯାଇଥିଲେ । ଅନ୍ୟପଟେ ପୋଲିସ ଅମିତ ଶାହାଙ୍କ ଗସ୍ତ ଯୋଗୁଁ ଦନ୍ତ ବିଳମ୍ବ କରିଥିବା ଅଭିଯୋଗ କରିଛନ୍ତି ଲୁଟ୍ ଶିକାର ହୋଇଥିବା ବ୍ୟକ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ –