କେନ୍ଦୁଝର : ଆଇପିଏଲ ବେଟିଂ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବଡବିଲ୍ ପୁଲିସ

94

କନକ ବ୍ୟୁରୋ : ଆଇପିଏଲ ୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଆନ ହୋଇଥିବା ବେଳେ କେନ୍ଦୁଝରରୁ ଗିରଫ ହୋଇଛନ୍ତି ସଟା । ଆଇପିଏଲ ବେଟିଂ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବଡବିଲ୍ ପୁଲିସ । ବଡବିଲ୍ ତାରିଣୀ ମନ୍ଦିର ନିକଟରୁ ଅଇପିଏଲ ସଟାଙ୍କୁ ଗିରଫ କାରାଯାଇଥିବା ବେଳେ ଏମାନଙ୍କ ଠାରୁ ୨ ଲକ୍ଷ ୪୦ ହଜାର ନଗଦ ଟଙ୍କା ଜବତ ହୋଇଛି । ଏହାସହ ୩ଟି ମୋବାଇଲ୍ ମଧ୍ୟ ଜବତ କରାଯାଇଛି । ଆଇପିଏଲ ଫାଇନାଲ ମ୍ୟାଚ୍କୁ ନେଇ ବେଟିଂ କରାଯାଉଥିବା ନେଇ ଖବର ପାଇ ବଡବିଲ ମନ୍ଦିର ନିକଟରେ ପହଂଚିଥିଲା ପୁଲିସ ।