ବାଲେଶ୍ୱରରେ ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ

43

ବାଲେଶ୍ୱର : ବାଲେଶ୍ୱରରେ ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଚାନ୍ଦିପୁର ଅଂଚଳର ଗୋଟିଏ ପରିବାରର ୨ ଜଣ ହୋଇଥିବା ବେଳେ ଅନ୍ୟ ୨ ଜଣ ରେମୁଣା ଓ ଜଳେଶ୍ୱର ଅଂଚଳର ।