ଡ୍ୟାନ୍ସ ପାଇଁ ୪ଟି ବାରକୁ ମିଳିଲା ଆଇନଗତ ସ୍ୱୀକୃତି

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ଏଣିକି ବାରରେ ନାଚିବେ ଝିଅ । ମିଳିଲା ବାର ଡାନ୍ସକୁ ଆଇନଗତ ସ୍ୱୀକୃତି । ରାଜଧାନୀର ୪ଟି ବାରରେ ବାର ଡାନ୍ସ କରିବା ପାଇଁ ରାଜ୍ୟ ସରକାରଙ୍କ ମିଳିଛି ଅନୁମତି । ଏହି ୪ଟି ବାର ହେଲା ରେନ ଡି କ୍ଲବ୍, ଗ୍ରୀନ ଫିଲ୍ଡ, ସ୍ୱାଗତ ଇଂଟନ୍ୟାସନାଲ ଓ ଦିପାଲୀ । ଏହା ସହ ୧୧ ଜଣ ଝିଅଙ୍କୁ ବାରରେ ନାଚିବା ପାଇଁ ମଧ୍ୟ ଅନୁମତି ମିଳିଛି । ଖୁବ୍ ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି ।