ବାଲେଶ୍ୱର ଭୋଗରାଇ ବ୍ଲକ କୀର୍ତ୍ତନିଆ ମୁହାଣରେ ବୁଡିଗଲା ଡ଼ଙ୍ଗା: ୩ ନିଖୋଜ, ୩ ଉଦ୍ଧାର

43

କନକ ବ୍ୟୁରୋ : ବୁଡି ଗଲା ଡ଼ଙ୍ଗା । ବାଲେଶ୍ୱର ଭୋଗରାଇ ବ୍ଲକ କୀର୍ତ୍ତନିଆ ମୁହାଣରେ ବୁଡିଗଲା ଡ଼ଙ୍ଗା । ତେବେ ମାଛ ମାରିବାକୁ ଯାଇଥିବା ଏହି ଡ଼ଙ୍ଗାଟି ଗଭୀର ସମୁଦ୍ରରେ ବୁଡି ଯାଇଥିଲା । ଫଳରେ ଏଥିରେ ବସିଥିବା ୬ଜଣଙ୍କ ମଧ୍ୟରୁ ୩ ଜଣ ନିଖୋଜ ଥିବାବେଳେ ୩ଜଣଙ୍କୁ ପଶ୍ଚିମବଙ୍ଗର ଦିଘାରୁ ଉଦ୍ଧାର କରାଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-