ଢେଙ୍କାନାଳ : ବୋରପଦା ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ହାତୀ ମୃତ

52

କନକ ବ୍ୟୁରୋ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ହାତୀ ମୃତ । ଢେଙ୍କାନାଳ ବୋରପଦା ଜଙ୍ଗଲରେ ବିଦ୍ୟୁତ ତାର ଲାଗି ୩ହାତୀଙ୍କ ମୃତ୍ୟୁ ହୋଇଛି । ୨ମାଈ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି ।