ସଚିବାଳୟରେ ଆରମ୍ଭ ହେଲା ୩ଦିନିଆ ଜିଲ୍ଳାପାଳ କର୍ମଶାଳା ! ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ୩ଟି –ଟି ଯଥା, ଟେକ୍ନୋଲଜି, ଟ୍ରାନ୍ସପରେନ୍ସି ଓ ଟିମୱର୍କ ଉପରେ ଦିଆଗଲା ଗୁରୁତ୍ୱ
କନକ ବ୍ୟୁରୋ : ସଚିବାଳୟରେ ୩ ଦିନିଆ ଜିଲ୍ଳାପାଳ କର୍ମଶାଳା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ୩ଟି –ଟି ଯଥା, ଟେକ୍ନୋଲଜି, ଟ୍ରାନ୍ସପରେନ୍ସି ଓ ଟିମ୍ ୱର୍କ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି । କର୍ମଶାଳାରେ ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଉପସ୍ଥିତ ଅଛନ୍ତି । କର୍ମଶାଳାରେ ୧୦ ବିଷୟ ଉପରେ ଆଲୋଚନା ହେଉଛି ।