ମାଲକାନଗିରି : କାଳବୈଶାଖୀର ଯୋଗୁଁ ଗଛ ଉପୁଡି ୩ ଜଣ ଶିଶୁ ମୃତ

102

କନକ ବ୍ୟୁରୋ : ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ । ଅତ୍ୟଧିକ ପବନ ଫଳରେ ଗଛ ଉପୁଡି ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗଛ ଉପୁଡିବା ଫଳରେ ବିଦ୍ୟୁତ ତାର ମଧ୍ୟ ଛିଣ୍ଡିଯାଇଛି । ଫଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି ।