ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ଭୋଟର ଲିଷ୍ଟରେ ବ୍ୟାପକ ତ୍ରୁଟି କାରଣରୁ ନିମାପଡାରେ ଭୋଟ ବର୍ଜନ

32

କନକ ବ୍ୟୁରୋ: ନିମାପଡାରେ ଭୋଟ ବର୍ଜନ । ବାହାରଣା ପଂଚାୟତର ୧୨ ନମ୍ବର ୱାର୍ଡ ଓ ଓଡଗୁଆଁ ପଂଚାୟତର ୧୪ ନମ୍ବର ୱାର୍ଡରେ ଭୋଟବର୍ଜନ କରାଯାଇଛି । ଭୋଟର ଲିଷ୍ଟ ଅଦଳ ବଦଳକୁ ନେଇ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ ।

ସେହିପରି କଳାହାଣ୍ଡି କଲମପୁର ବ୍ଲକର ବଲାଗାଁ ଓ ଖଚ୍ଚିଟୁକୁରିଗୁଡାରେ ଭୋଟ ବର୍ଜଦ । ନୂତନ ପଂଚାୟତ ଗଠନ ଦାବିରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି ।