ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ସୁରକ୍ଷା ଚିନ୍ତା : ହେଲପ ଲାଇନ ନମ୍ବର ୧୮୧ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

2

କନକ ବ୍ୟୁରୋ : ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ସୁରକ୍ଷା ଚିନ୍ତା । ବିଜେଡି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ମହିଳାଙ୍କ ସହୟତା ପାଇଁ ୨୪ ଘଂଟିଆ ହେଲପ ଲାଇନ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ ହେଲପ ଲାଇନ ନମ୍ବର ଶୁଭାରମ୍ଭ କରିଛନ୍ତି । ୧୮୧ ହେଲପ ଲାଇନ ନମ୍ବର ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ସୁବିଧା ମିଳିବ ।



Comments are closed.