Daily Archives

May 25, 2020

ଆଜିଠୁ ପୁଣି ଥରେ ଦେଶରେ ଉଡ଼ାଣ ଭରିଲା ଘରୋଇ ବିମାନ । ଜନସମାଗମ ହେଲା ବିମାନ ବନ୍ଦର ।

କନକ ବ୍ୟୁରୋ : ପୁଣି ଆକାଶରେ ଉଡ଼ିଲା ବିମାନ । ଜନସମାଗମ ହେଲା ବିମାନ ବନ୍ଦର । ତାଲାବନ୍ଦ ପାଇଁ ବିମାନ ସେବା ପୁଣି ଥରେ ଆରମ୍ଭ ହେବା ପରେ ଚଳଚଂଚଳ ହୋଇଉଠିଛି ଦେଶର ବିମାନବନ୍ଦର । ଜନଶୂନ୍ୟ ହୋଇପଡିଥିବା ବିମାନବନ୍ଦର ଆଜି ଲୋକଙ୍କୁ ନିଜ ପରିବାର ସହ ମିଶାଇ ଦେଇଛି । ଦେଶରେ ଧୀରେ ଧୀରେ…

ଅନଲାଇନରେ ବିକ୍ରି ପାଇଁ ଥିଲା ଅନୁମତି, ହେଲେ ସକାଳ ସକାଳୁ କାଉଂଟରରେ ମଦ କିଣିବାକୁ ପ୍ରବଳ ଭିଡ । ସରକାରୀ ନିୟମକୁ ଫୁ’…

କନକ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ ମଦ ବିକ୍ରି । ସରକାର ଅନଲାଇନରେ ଅର୍ଥାତ ଗ୍ରାହକଙ୍କ ପାଖରେ ମଦ ପହଁଚାଇବା ପାଇଁ ଅନୁମତି ଦେଇଛନ୍ତି । ହେଲେ ସକାଳୁ ସକାଳୁ ମଦ ଦୋକାନ ସାମ୍ନାରେ ଗ୍ରାହକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ମଦ କିଣିବା ପାଇଁ ବିଭିନ୍ନ କାଂଉଟର…

ବିମାନ ଉଡ଼ିଲା, ମା’ ପାଖକୁ ପୁଅ ଫେରିଲା । ସ୍ୱତନ୍ତ୍ରବର୍ଗରେ ଯାତ୍ରା କରି ତିନିମାସ ପରେ ମା ପାଖକୁ ଫେରିଲା ୫ ବର୍ଷିୟ…

କନକ ବ୍ୟୁରୋ : ତାଲାବନ୍ଦ ଦୂରେଇ ଦେଇଛି ଅନେକ ସମ୍ପର୍କ । ଦୁଇମାସର ତାଲାବନ୍ଦ ଯୋଗୁ ଅନେକ ସ୍ଥାନରେ ଲୋକେ ପଶି ରହିଛନ୍ତି । ଘରକୁ ଫେରିବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ହେଲେ ବିମାନ ଚଳାଚଳ ସ୍ୱାଭାବିକ ହେବା ଲୋକଙ୍କୁ ଫେରେଇ ଦେଇଛି କିଛି ଖୁସି । ଆଜିଠାରୁ ଦେଶରେ ବିମାନ ଚଳାଚଳ…

ପ୍ରବାସୀ ବଢ଼ାଇଲେ ସରକାରଙ୍କ ଚିନ୍ତା: ଶତାଧିକ ଟ୍ରେନରେ ଓଡ଼ିଶା ପହଁଚିଲେଣି ଦେଢ଼ ଲକ୍ଷରୁ ଅଧିକ ଶ୍ରମିକ । ଅମାନିଆ…

କନକ ବ୍ୟୁରୋ: ପ୍ରବାସୀଙ୍କ ପାଇଁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ପ୍ରବାସୀଙ୍କ ଫେରିବା ନେଇ ଯେଉଁ ନିୟମ ହୋଇଥିଲା, ରାସ୍ତା ଉପରେ ପ୍ରବାସୀଙ୍କ ନାହିଁ ନଥିବା ଦୁର୍ଦ୍ଦଶା ଦେଖି ସେଥିରେ କୋହଳ କରିଛନ୍ତି କେନ୍ଦ୍ର ସରକାର । ଆଉ ଏପଟେ ରାଜ୍ୟରେ ସ୍ଥିତି ଅଣାୟତ ହେବାରେ ଲାଗିଛି । ରବିବାର…

ଭୂମିକମ୍ପ ଝଟକାରେ ଥରିଲା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ।

କନକ ବ୍ୟୁରୋ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଭୂକମ୍ପ ଅନୁଭୂତ । ଆସାମ, ମେଘାଳୟ, ମିଜୋରାମ୍, ମଣିପୁର, ନାଗାଲାଣ୍ଡରେ ଭୂମିକମ୍ପର ଝଟକା । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ମଣିପୁରରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଥିବା ସୂଚନା ମିଳିଛି ।

ମହଙ୍ଗା ପଡ଼ିଲା ଅନଲାଇନରେ ମଦ କିଣା । ଖାଲି ହୋଇଗଲା ବ୍ୟାଙ୍କ ଖାତା, ୪ଶହ ଟଙ୍କାର ମଦ ପାଇଁ ଚାଲିଗଲା ୧ଲକ୍ଷ ୩୭ ହଜାର ।

କନକ ବ୍ୟୁରୋ : ମାତ୍ର ୪ଶହ ଟଙ୍କାର ମଦ ପାଇଁ ଖାଲି ହୋଇଗଲା ଜଣଙ୍କର ବ୍ୟାଙ୍କ ଆକାଉଣ୍ଟ । ଅନଲାଇନରେ ମଦ ଦେବାକୁ କହି ଏକ ଲକ୍ଷ ୩୭ ହଜାର ନେଇଗଲେ ଠକ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଫେସବୁକରେ ଏଭଳି ଏକ ବିଜ୍ଞାପନର ମୋହରେ ପଡି ଜଣେ ବ୍ୟକ୍ତି ଏକ ବଡ ଠକେଇର ଶିକାର ହୋଇଛନ୍ତି…