Daily Archives

May 22, 2020

ଅନଲାଇନରେ ସାବିତ୍ରୀ ବ୍ରତ ପାଳନ । ଭିଡିଓ କଲିଂରେ ଦୂରରେ ଥିବା ସ୍ୱାମୀଙ୍କ ଆର୍ଶୀବାଦ ନେଲେ ସ୍ତ୍ରୀ । ସଙ୍ଗରୋଧ…

କନକ ବ୍ୟୁରୋ: ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଓଡିଆ ପରମ୍ପରାରେ ମହିଳାମାନେ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । କରୋନା ଯୋଗୁଁ ବହୁ କଟକଣା ଥିବା ବେଳେ ଆସିଛି କିଛି ନିଆରା ଚିତ୍ର । ସ୍ୱାମୀଙ୍କ ପୂଜା କରି ଏବଂ ତାଙ୍କ ଆଶୀର୍ବାଦ ନେବାର ପରମ୍ପରା ରହିଛି ସାବିତ୍ରୀ ବ୍ରତରେ । କିନ୍ତୁ…

କରୋନା ହେଲେ କରୋନା ଛାଡିବ ! ବରିଷ୍ଠ ଚିକିତ୍ସକ ଡାକ୍ତର ଜୟନ୍ତ ପଣ୍ଡା କହିଲେ ସଂକ୍ରମଣ ବଢ଼ିଲେ ଭଲ । ଲକ୍ଷଣ ନଥିବା…

କନକ ବ୍ୟୁରୋ: ଯେଉଁ ଲୋକମାନଙ୍କ ଠାରେ କରୋନା ଲକ୍ଷଣ ନାହିଁ ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖିବା ଦରକାର ନାହିଁ । ଏଭଳି ମନ୍ତବ୍ୟ ଦେଇଛନ୍ତି, ଇନଷ୍ଟିଟ୍ୟୁଟ୍ ଅଫ୍ ଲାଇପ ସାଇନ୍ସର ନିର୍ଦ୍ଦେଶକ ଅଜୟ ପରିଡା । ସେ ଆହୁରି କହିଛନ୍ତି, ଯେଉଁମାନଙ୍କ ଠାରେ ଲକ୍ଷଣ ଅଛି ସେମାନଙ୍କୁ ସଂଗରୋଧ…

କରୋନା ବେଳେ ନମୋଙ୍କ ନିଆରା ଅନ୍ଦାଜ । ବାତ୍ୟା ସମୀକ୍ଷା ସମୟରେ ସାମାଜିକ ଦୂରତା ମାନିଲେ, ହାତ ନମିଳାଇ ନମସ୍କାର…

କନକ ବ୍ୟୁରୋ: କରୋନା କାଳରେ ନମୋଙ୍କ ନିଆରା ଅନ୍ଦାଜ । ଅମ୍ଫାନ କ୍ଷୟକ୍ଷତି ସମୀକ୍ଷା ପାଇଁ ବାହାରିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିନ୍ନ ଆଚରଣ । ଦୀର୍ଘ ୮୩ ଦିନ ପରେ ଦିଲ୍ଲୀରୁ ବାହାରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ସଂକ୍ରମଣ ଯୋଗୁଁ ତାଲାବନ୍ଦ…

ମହାମାରୀ ବେଳେ ମହାବାତ୍ୟା ମୁକାବିଲା କରିଥିବାରୁ ଓଡିଶାକୁ ଭୁରି ଭୁରି ପ୍ରଶଂସା କଲେ ମୋଦି । କହିଲେ ନବୀନ ବାବୁଙ୍କ…

କନକ ବ୍ୟୁରୋ: ଓଡିଶାକୁ ଭୁରି ଭୁରି ପ୍ରଶଂସା କଲେ ମୋଦି । ପ୍ରାକୃତିକ ଦୁର୍ବିପାକ ମୁକାବିଲା କ୍ଷେତ୍ରରେ ଓଡିଶାର ପାରଦର୍ଶିତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶା ବାସୀ ବହୁତ ଭଲଭାବେ ବାତ୍ୟାର ମୁକାବିଲା କରିଥିବା କହିଛନ୍ତି ମୋଦି । ଓଡିଶା ସରକାରଙ୍କ ଟିମ ଏଦିଗରେ ନେଇଥିବା…

ଓଡ଼ିଶା ପାଇଁ ୫୦୦ କୋଟିର ସହାୟତା ଘୋଷଣା କଲେ ମୋଦି । ମୃତକଙ୍କୁ ୨ ଲକ୍ଷ ଓ ଆହତଙ୍କୁ ମିଳିବ ୫୦ ହଜାର ଟଙ୍କାର ସହାୟତା…

କନକ ବ୍ୟୁରୋ: ଓଡିଶା ପାଇଁ ବଡ ଘୋଷଣା । ବାତ୍ୟା କ୍ଷୟକ୍ଷତି ନେଇ ବଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଆକାଶମାର୍ଗରୁ ଅମ୍ଫାନର କ୍ଷୟକ୍ଷତି ଦେଖି ଓଡିଶା ପାଇଁ ପାଞ୍ଚ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୋଦି । ପ୍ରଭାବିତ ଅଞ୍ଚଳରେ ଶୀଘ୍ର ପୁନରୁଦ୍ଧାର କାମ ପାଇଁ ୫୦୦ କୋଟିର ସହାୟତା…

ଓଡିଶାକୁ ୫୦୦ କୋଟି । ଅମ୍ଫାନ ସମୀକ୍ଷା ପରେ ଓଡିଶାକୁ ୫୦୦ କୋଟିର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ପ୍ରଭାବିତ…

କନକ ବ୍ୟୁରୋ: ବାତ୍ୟା କ୍ଷୟକ୍ଷତି ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ସରିଲା ସମୀକ୍ଷା ବୈଠକ । ଅମ୍ଫାନ କ୍ଷୟକ୍ଷତି ନେଇ ଆକାଶମାର୍ଗରୁ ଅନୁଧ୍ୟାନ ପରେ ଓଡିଶାକୁ ୫୦୦ କୋଟିର ସହାୟତା ଘୋଷଣା । ବାତ୍ୟା ସ୍ଥିତି ସମୀକ୍ଷା ପରେ ଓଡିଶାକୁ ୫୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୋଦି ।…