Daily Archives

May 18, 2020

ଅମ୍ଫାନ ଆସିବା ଆଗରୁ ଓଡିଶାରେ ଆରମ୍ଭ ହେଲା ମୁକାବିଲା ରଣନୀତି । ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ ସହ,ବାତ୍ୟା…

କନକ ବ୍ୟୁରୋ: ଗୋଟିଏ ପଟେ ବାତ୍ୟାର ଭୟ ଆଉ ଗୋଟିଏ ପଟେ କରୋନା ସହ ଲଢେଇ । ଏଭଳି ସ୍ଥିତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛି ଲୋକଙ୍କ ସ୍ଥାନାନ୍ତରଣ । କାହିଁକି ନା ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ସ୍ଥାନାନ୍ତରଣ କଲା ବେଳେ ସାମାଜିକ ଦୂରତା ରଖିବା ଏତେଟା ସହଜ ନୁହେଁ ।…

ମଝି ସମୁଦ୍ରରୁ ମାଡି ଆସୁଛି ମହାବାତ୍ୟା । ଓଡିଶା ପାଖଉଛି ଅମ୍ଫାନ । ପାରାଦୀପ ଠାରୁ ୭୦୦ କିଲୋମିଟର ଦୂରରେ ରହିଛି…

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମହାବାତ୍ୟା ଅମ୍ଫାନର ଗତିପଥ ଜାରି କରାଯାଇଛି । ଏହି ବାତ୍ୟା ପଶ୍ଚିମ ବଙ୍ଗର ଦିଘା ଓ ହାତୀଆ ଦ୍ୱୀପ ମଧ୍ୟରେ ସୁନ୍ଦରବନ ନିକଟରେ ଭୁଖଣ୍ଡକୁ ଛୁଇଁବା ସମ୍ଭାବନା ରହିଛି । ଏହା ବେଶ୍ ଧିର ଗତିରେ ଉତର ଦିଗକୁ ଆଗେଇ ଚାଲିଛି । ସୋମବାର ସଂଧ୍ୟା…

ସମୁଦ୍ର ଭିତରେ ସୁପର ସାଇକ୍ଲୋନର ରୂପ ନେଇଛି ଅମ୍ଫାନ । ସୁନ୍ଦରବନରେ ଲ୍ୟାଣ୍ଡଫଲ ବେଳେ ନେବ ଏକ୍ସଟ୍ରିମଲି ସିଭିୟର…

କନକ ବ୍ୟୁରୋ: ବଙ୍ଗୋପ ସାଗରର ପଶ୍ଚିମ କେନ୍ଦ୍ର ଓ ଦକ୍ଷିଣ ଭାଗର କେନ୍ଦ୍ରୀୟ ଅଂଶରେ ସୃଷ୍ଟି ହୋଇଥିବା ସୁପର ସାଇକ୍ଲୋନ ବା ମହାବତ୍ୟା ଏବେ ସମୁଦ୍ର ଭିତରେ ଗତି କରୁଛି । ସୋମବାର ସକାଳ ପ୍ରାୟ ସାଢେ ୧୧ଟାରେ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ବା ଅତି ଭିଷଣ ବାତ୍ୟାରୁ ଏହି ଝଡ ସୁପର ସାଇକ୍ଲୋନ…

ଟିକେଟ କାଟିବେ, ପଇସା ନେବେ । ପ୍ରବାସୀ ଓଡିଆଙ୍କ ଟ୍ରେନ ଭଡା ଦେବେ ରାଜ୍ୟ ସରକାର । ବାହାର ରାଜ୍ୟର ସରକାର ଖର୍ଚ୍ଚ ବହନ…

କନକ ବ୍ୟୁରୋ: ଓଡିଶା ଫେରନ୍ତାଙ୍କ ଟ୍ରେନ ଭଡା ଦେବେ ରାଜ୍ୟ ସରକାର । ପ୍ରବାସୀ ଓଡିଆଙ୍କ ଟ୍ରେନ ଭଡା ସରକାର ବହନ କରିବେ । ବାହାରୁ ରାଜ୍ୟରୁ ଆସୁଥିଲେ ଯଦି ସେଠାର ସରକାର ଟିକେଟ ଖର୍ଚ୍ଚ ନଦେଲେ ତେବେ ରାଜ୍ୟ ସରକାର ଉକ୍ତ ଖର୍ଚ୍ଚ ବହନ କରିବେ । ତେବେ ଓଡିଶା ଫେରନ୍ତା ପ୍ରବାସୀଙ୍କ ପାଇଁ ବଡ…

ପୁଣି ଜଗତସିଂହପୁରରୁ ୨୦ ପଜିଟିଭ । ଏକାଥରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ସକାଳେ ୫ ସୁସ୍ଥ ହେବା ପରେ କରୋନା…

କନକ ବ୍ୟୁରୋ: ପୁଣି ୨୦ ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁରରେ ଏକାଥରେ ଆଉ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୨୦ ଆକ୍ରାନ୍ତ ମଧ୍ୟରୁ ୧୯ ଜଣ ନାଉଗାଁ ଅଞ୍ଚଳର ଏବଂ ଜଣେ କୁଜଙ୍ଗ ଅଞ୍ଚଳର । ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ୩ ଦିନ ତଳେ ଫେରିଥିଲେ । ସମସ୍ତେ କ୍ୱାରେଣ୍ଟାଇନ…

ସୁନ୍ଦରବନରେ ମାଡହେବ ମହାବାତ୍ୟା । ଭୟଙ୍କର ରୂପ ନେଇ ବୁଧବାର ଦିନ ସ୍ଥଳଭାଗରେ ବାଡେଇବ । ଅମ୍ଫାନ ପ୍ରଭାବରେ ଉଠିବ ୬…

କନକ ବ୍ୟୁରୋ: ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ମହାବାତ୍ୟା ଅମ୍ଫାନ । ୨୦ ତାରିଖରେ ମହାବାତ୍ୟା ଅମ୍ଫାନ ଲ୍ୟାଣ୍ଡଫଲ କରିବ । ବୁଧବାର ଅପରାହ୍ନରୁ ସନ୍ଧ୍ୟା ଭିତରେ ଏହା ପଶ୍ଚିମବଙ୍ଗ ଦିଘା-ହାତୀଆ ମଝିରେ ଥିବା ସୁନ୍ଦରବନରେ ଲ୍ୟାଣ୍ଡଫଲ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ…