Daily Archives

May 12, 2020

ଲକଡାଉନ ଲମ୍ବୁଛି, ଶ୍ରମିକର ଲୁହ ଗଡୁଛି… ପାଖରେ ପଇସା ନାହିଁ, ବାଟ ଚାଲିବାକୁ ବଳ ବି ପାଉନି । ତାଲାବନ୍ଦ…

କନକ ବ୍ୟୁରୋ: ମୁଁ ଆଉ କେତେ ଚାଲିବି...? ଚାଲି ଚାଲି ଚପଲ ଘୋରି ଗଲାଣି, ପାଦରୁ ଚମଡା ବି ଛିଡି ଗଲାଣି... ବାଟ ଚାଲିବାକୁ ଦେହରେ ଆଉ ଜମା ବଳ ନାହିଁ । ଖାଇବା ତ ଦୂରର କଥା ପାଣି ମୁନ୍ଦେ ପାଇଁ ବି ପାଖରେ ପଇସା ନାହିଁ... ଦାଦନ ଖଟି ଯେତେ ଯାହା ସାଇତି ଥିଲି ଲକଡାଉନ ପରଠୁ ସବୁ ସରିଗଲାଣି...…

ଦେଶରେ ସୀମିତ ରହିବନି ଦେଶୀ ଜିନିଷ । ଏବେ ଗ୍ଲୋବାଲ ହେବ ଲୋକାଲ ସାମଗ୍ରୀ । ଦେଶୀ ଜିନିଷ କିଣିବା ସହ ପ୍ରଚାର ପାଇଁ…

କନକ ବ୍ୟୁରୋ: ଆର୍ଥିକ ପ୍ୟାକେଜ ଘୋଷଣା କଲା ବେଳେ ଦେଶୀ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି । ସଙ୍କଟ ସମୟରେ ସ୍ଥାନୀୟ ବଜାର ଆମକୁ ବଞ୍ଚାଇଛି । ଗ୍ଲୋବାଲ ନୁହେଁ ଏବେ ଲୋକାଲକୁ ଗୁରୁତ୍ୱ ଦେବାକୁ ହେବ । ଲୋକାଲ ସାମଗ୍ରୀକୁ ଜୀବନର ମନ୍ତ୍ର ଭାବେ ଧରିନେବାକୁ ହେବ । ଦେଶୀ…

ଓଡିଶା ଫେରାଇ ଆଣିବା ପାଇଁ ହାତ ଯୋଡି ଅନୁରୋଧ ପ୍ରବାସୀ ଓଡିଆ । ତାମିଲନାଡୁରେ ଫସିଥିବା ଓଡ଼ିଆ କହିଲେ, ନିର୍ଯାତନା…

କନକ ବ୍ୟୁରୋ: ଭିଟାମାଟିକୁ ଛୁଟୁଛି ପ୍ରବାସୀ ଓଡିଆଙ୍କ ସୁଅ । କିଏ ବସରେ ତ ଆଉ କିଏ ଟ୍ରେନରେ ଓଡିଶା ଫେରୁଛନ୍ତି । ଗୁଜରାଟର ସୁରତରେ ସବୁଠୁ ଅଧିକ ପ୍ରବାସୀ ଓଡିଆ ଫସିରହିଥିବା ବେଳେ ଓଡିଶା ଫେରିବାକୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚାଲୁଛି । ମୁମ୍ବାଇରେ ମଧ୍ୟ ଅଟକି ରହିଥିବା…

ଭୁତାଣୁ ସହ ଲଢୁଛି ଭାରତ । ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର, ଏଯାଏଁ ସୁସ୍ଥ ହେଲେଣି ୩୧ ପ୍ରତିଶତ,…

କନକ ବ୍ୟୁରୋ: ବିଶ୍ୱରେ କୋଭିଡ-୧୯ ମାମଲା ୪୨ ଲକ୍ଷ ଟପିଗଲାଣି । ମୃତ୍ୟୁସଂଖ୍ୟା ୩ଲକ୍ଷ ଆଡକୁ ଗତି କରୁଛି । ଭାରତରେ ମଧ୍ୟ ଏହି ଭୂତାଣୁ ମହାମାରୀ ଭଳି ମାଡି ଚାଲିଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଚାଂଚଲ୍ୟକର ତଥ୍ୟ । ସାରା ବିଶ୍ୱରେ ଏକ ଅଲୋଡା ରେକର୍ଡ କରିଛି ୧୩୦ କୋଟି…

ଚୀନ ସାମ୍ବାଦିକାଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ ଟ୍ରମ୍ପ ! ଅଧାରୁ ସାମ୍ବାଦିକ ସମ୍ମିଳନୀରୁ ଉଠିଗଲେ ଆମେରିକା…

କନକ ବ୍ୟୁରୋ: ଚୀନ୍ ସାମ୍ବାଦିକାଙ୍କ ପ୍ରଶ୍ନରେ କ୍ଷୋଭ ପ୍ରକାଶ କରି ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ବନ୍ଦ କରିଦେଲେ ଆମେରିକା ରାଷ୍ଟ୍ରପତି । ଆମେରିକାରେ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ କାହିଁକି ଟେଷ୍ଟ କରିବା ଉପରେ କେବଳ ଦେଶ ଗୁରୁତ୍ୱ ଦେଉଛି ବୋଲି ସାମ୍ବାଦିକା ଜଣକ ପ୍ରଶ୍ନ…

ଲକଡାଉନ ଭିତରେ ଭଲ ଖବର । ଦେଶର ବିକାଶ ପାଇଁ ୨୦ ଲକ୍ଷ କୋଟିର ମେଗା ପ୍ୟାକେଜ ଘୋଷଣା କଲେ ମୋଦି । ‘ଆତ୍ମନିର୍ଭର ଭାରତ…

କନକ ବ୍ୟୁରୋ: ତୃତୀୟ ତାଲାବନ୍ଦ ଅବଧି ଶେଷ ପୂର୍ବରୁ ମୋଦିଙ୍କ ମେଗା ପ୍ୟାକଜ୍ । କରୋନା ମୁକାବିଲା କରୁଥିବା ଭାରତବାସୀଙ୍କୁ ସମ୍ବୋଧିତ କରି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ମେଗା ପ୍ୟାକେଜ ପାଖାପାଖି ୨୦ ଲକ୍ଷ କୋଟି ଟଙ୍କାର ବୋଲି ମୋଦି କହିଛନ୍ତି । ଏହି…