Daily Archives

May 11, 2020

ଆଉ ମାଆ ଡାକିବି କାହାକୁ ? ମାତୃ ଦିବସରେ ମାଆକୁ ମୁଖାଗ୍ନି ଦେଲା ଝିଅ । ଜୁଇରେ ମାଆ ଜଳିଯିବା ପରେ ଝିଅ ପାଇଁ ଅତୀତ…

କନକ ବ୍ୟୁରୋ: ମାତୃ ଦିବସରେ ମାଆକୁ ମୁଖାଗ୍ନି ଦେଲା ଝିଅ । ଶ୍ମଶାନରେ ଶେଷଥର ପାଇଁ ଜୁଇରେ ଜଳିଗଲା ମାଆ ଡାକ । ମଶାଣିରେ ମାଆର ଜୁଇ ସିନା ଜଳୁଥିଲା ହେଲେ ଅବଶୋଷର ନିଆଁରେ ଜଳୁଥିଲା ଝିଅର ମନ । ନିଆଁ ଝୁଲରେ ମାଆର ସ୍ନେହବୋଳା ପଣତ ଯେତେବେଳେ ପୋଡିଯାଉଥିଲା, ମାଆର ଚିରା ପଣତରେ ନିଜ ମୁହଁପୋଛା…

ଘରେ ରହିପାରିବେ କରୋନା ଆକ୍ରାନ୍ତ । ଅଳ୍ପ ଲକ୍ଷଣ ଥିଲେ କିମ୍ବା ଲକ୍ଷଣ ନଥିଲେ ଅନୁମତି ନେଇ ଘରେ ସଙ୍ଗରୋଧରେ ରହିବେ…

କନକ ବ୍ୟୁରୋ: ଏଣିକି ସବୁ କରୋନା ପଜିଟିଭଙ୍କୁ କୋଭିଡ ହସ୍ପିଟାଲ ନେବାର ଆବଶ୍ୟକତା ନାହିଁ । ଯଦି ଜଣେ ବ୍ୟକ୍ତି କେରାନା ପଜିଟିଭ ଚିହ୍ନଟ ହେଉଛନ୍ତି ଓ ତାଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକଶ ପାଉନାହିଁ ବା ସାମାନ୍ୟ ଲକ୍ଷଣ ଦେଖାଦେଉଛି ତେବେ ତାଙ୍କୁ ଘରେ ସଙ୍ଗରୋଧରେ ରଖିବାକୁ ଅନୁମତି ଦେବେ…

ଘଣ୍ଟାକ ଭିତରେ ଟିକଟ ସଫା । ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ବୁକ୍ ହେଲା ସମସ୍ତ ଟିକେଟ, ଆସନ୍ତା ୧୩ରେ ଭୁବନେଶରରୁ…

ବୁକିଂ ଆରମ୍ଭ ହେବାର କିଛି ସମୟ ଭିତରେ ବିକ୍ରି ହୋଇଗଲା ସବୁ ଟ୍ରେନ ଟିକେଟ । ଆଜି ଘୋଷଣା ହୋଇଥିବା ଭୁବନେଶ୍ୱର ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନର ଟିକେଟ ମାତ୍ର ଘଣ୍ଟାକ ଭିତରେ ସରିଯାଇଛି । ଆସନ୍ତା ବୁଧବାରରୁ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯିବାକୁ ଥିବା ଟ୍ରେନର ଟିକେଟ ଘଣ୍ଟାଏ ଭିତରେ…

ସୁରତରୁ ଭଦ୍ରକ ଫେରିବା ବାଟରେ ପ୍ରବାସୀଙ୍କ ହେଲା ପ୍ରସବ ବେଦନା । ନାଗପୁର ମୁମ୍ବାଇ ହାଇୱେରେ ଚାଲି ଆସିଲେ ସାଥୀ…

କନକ ବ୍ୟୁରୋ  : କରୋନା ବିରୋଧୀ ଲକଡାଉନ୍, ପ୍ରବାସୀ ଶ୍ରମିକଙ୍କ ଲାଗି ସବୁଠାରୁ ବେଶି ସମସ୍ୟା ସୃଷ୍ଟି କରିଛି । ସୁରତରୁ ଫେରିବା ବାଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ଭଦ୍ରକର ଜଣେ ମହିଳା । ପ୍ରସବ ବେଦନା ହେବାପରେ ବାଟରେ ସେମାନଙ୍କୁ ଛାଡି ଆସିଥିଲେ ଅନ୍ୟମାନେ । ହସ୍ପିଟାଲ ଯାଇ ପିଲା…