Daily Archives

May 10, 2020

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଯୋଗୁଁ ରାତି ୮ଟା ୪୫ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି…

କନକ ବ୍ୟୁରୋ: ମନମୋହନ ସିଂହ ଅସୁସ୍ଥ । ସଂଧ୍ୟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ ହୋଇ ପଡିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । Delhi: Former Prime Minister Dr Manmohan Singh has…

ସଂଗରୋଧରେ ରହିବେ ରଥ ନିର୍ମାଣ କରୁଥିବା ସେବକ । ତିନୋଟି ଭକ୍ତ ନିବାଶରେ ୨୦୫ଜଣଙ୍କୁ ରଖିବା ପାଇଁ ଶ୍ରୀମନ୍ଦିର…

କନକ ବ୍ୟୁରୋ: କରୋନା କଟକଣା ଭିତରେ ରଥ ଖଳା ଚଳଚଂଚଳ ରହିଛି । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଛି । ତେବେ ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତମାନେ ରବିବାରଠାରୁ ସଂଗରୋଧରେ ରହିବା ନେଇ ସମସ୍ତ ବ୍ୟବସ୍ଥା ହୋଇଛି ।…

ଆସନ୍ତାକାଲି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ନେଇ ପଞ୍ଚମ ଥର ଭିଡ଼ିଓ…

କନକ ବ୍ୟୁରୋ: ଆସନ୍ତାକାଲି ଅପରାହ୍ନ ୩ଟା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୭ ତାରିଖରେ ଲକ୍ ଟାଉନ୍ର ତୃତୀୟ ପର୍ଯ୍ୟାୟ ଶେଷ ହେଉଥିବା ବେଳେ ଏହା ପରେ ସୃଷ୍ଟି ହେବାକୁ ଥିବା ସ୍ଥିତି ନେଇ ଆଲୋଚନା ହେବ ବୋଲି ଚର୍ଚା ହେଉଛି । ଭିଡିଓ…

ରେଳଯାତ୍ରୀଙ୍କ ପାଇଁ ବଡ ଖବର । ମେ ୧୨ରୁ ଦେଶରେ ଗଡିବ ଟ୍ରେନ୍ । କାଲି ଅପରାହ୍ନ ୪ଟାରୁ କାଟିହେବ ଟିକେଟ । ଜାଣନ୍ତୁ…

କନକ ବ୍ୟୁରୋ: ରେଳଯାତ୍ରୀଙ୍କ ପାଇଁ ବଡ ଖବର । ମେ ୧୨ ତାରିଖରୁ ଦେଶରେ ଗଡିବ ଟ୍ରେନ୍ । ରେଳ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିଷ୍ପତ୍ତି ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡା ପାସେଞ୍ଜର ଟ୍ରେନ ଚଳାଇବାକୁ ଯୋଜନା ରହିଛି । ତେବେ ଏଥିପାଇଁ ଆସନ୍ତାକାଲିଠାରୁ ଆଇଆରସିଟିସିର ୱେବସାଇଟରେ ଲୋକେ…

କୁଆପଥର ବର୍ଷା ମାଡରେ ଭାଙ୍ଗି ଯାଇଛି ଚାଷୀର ମେରୁଦଣ୍ଡ । ପାଣିରେ ପଡି ଗଜା ହୋଇଗଲା ପାଚିଲା ଧାନ, ଚିନ୍ତାରେ ଚାଷୀ…

କନକ ବ୍ୟୁରୋ: ଚାଷୀଙ୍କ ପାଇଁ କାଳ ହେଲା କାଳବୈଶାଖୀ । ଧାନ ଅମଳ ବେଳେ ଚାଷୀଙ୍କ ଆଶାକୁ ଧୋଇ ନେଲା ଅଦିନିଆ ବର୍ଷା । କାଳବୈଶାଖୀ ବର୍ଷା ସହ ପବନ ଚାଷୀଙ୍କ ସ୍ୱପ୍ନକୁ ପାଣିରେ ଭସେଇ ଦେଇଛି । ପାଚିଲା ଧାନ ବର୍ଷା ପାଣିରେ ପଡି ଗଜା ହୋଇ ଯାଇଛି । ପାଣି ସରସର କିଆରିରୁ ଗଜା ହୋଇଥିବା ଧାନକୁ ଅମଳ…

ସକାଳେ ଅନୁଗୁଳ, ସଞ୍ଜରେ ବୌଦ୍ଧକୁ ବ୍ୟାପିଲା କରୋନା । ପଜିଟିଭ୍ ତାଲିକାରେ ଯୋଡ଼ି ହେଲା ବୌଦ୍ଧ ଜିଲ୍ଲା, ରାଜ୍ୟରେ ମୋଟ୍…

କନକ ବ୍ୟୁରୋ: ବୌଦ୍ଧକୁ ବ୍ୟାପିଲା କରୋନା । ପ୍ରଥମ ଥର ପାଇଁ ବୌଦ୍ଧରେ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଏକାଥରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ତିନି ଜଣ ଯାକ ସୁରତ ଫେରନ୍ତା । ତେବେ ଆଜି ସକାଳେ ଅନୁଗୁଳକୁ ଡେଇଁଥିଲା କରୋନା । ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲାରୁ କରୋନା…