Daily Archives

May 6, 2020

ଲକଡାଉନ ଲୁହ, ଭୋକର ଭୟ । ପରିବା ବିକିଲେ ପରିବାରର ପେଟ ପୂରିବ, ଜୀବନ ବଞ୍ଚିବ । ବେପାରରେ ତାଲା ପଡିବା ପରେ ଅନ୍ଧାର…

କନକ ବ୍ୟୁରୋ: ଲକଡାଉନ ମାରିଛି ଭୋକର ଛାଟ । ପରିବା ବିକିଲେ ପୂରିବ ପେଟ । ଖୋଲିଛି ଦୋକାନ, ଖୋଲୁନି ଆଶା । ଦୋକାନରେ ପସରା ମେଲିଛି ପରିବା । ସଜସଜ ପନିପରିବା ଧରି ଗ୍ରାହକଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି ଏ ଦୋକାନୀ ଜଣଙ୍କ । ଲକଡାଉନର ଖାଁ ଖାଁ ଭିତରେ ସିନା ଦୋକାନ ଖୋଲିଛି ହେଲେ…

ଆମେରିକାରେ ଅଣାୟତ କରୋନା: ହସ୍ପିଟାଲର ଶବ ଗୃହରେ ନାହିଁ ଜାଗା, ଶ୍ମଶାନର ଚାରିଆଡେ କେବଳ ଶବ ହିଁ ଶବ ।

କନକ ବ୍ୟୁରୋ: ମନେ କରନ୍ତୁ ଡ୍ୟୁଟି କରୁ କରୁ ଆପଣଙ୍କ ନିଦ ଲାଗି ଯାଇଛି । ଆଉ ନିଦ ଭାଙ୍ଗିଲା ପରେ ଆପଣ ଦେଖୁଛନ୍ତି, ଆପଣଙ୍କ ଚାରିଆଡେ ବିଛାଡି ହୋଇ ପଡ଼ିଛି ଶହ ଶହ ଶବ । ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ । ଠିକ୍ ଏମିତ ଏକ ସ୍ଥିତିର ଅନୁଭବ କରିଛନ୍ତି ଆମେରିକାର ନ୍ୟୁୟର୍କ ସହରରେ ଶବ…

ସଙ୍ଗରୋଧ କେନ୍ଦ୍ରରେ ଭଜନ କୀର୍ତ୍ତନ । ଶରୀର ପାଇଁ ଯୋଗ, ମନ ପାଇଁ ହେଲା ମନ୍ତ୍ର ପାଠ । ଓଡିଶା ବାହାରୁ ଫେରିଥିବା…

କନକ ବ୍ୟୁରୋ: କ୍ୱାରେଣ୍ଟାଇନ କେନ୍ଦ୍ରରେ ଭଜନ ସଭା ସହ କରାଯାଉଛି ମନ୍ତ୍ରପାଠ ଓ ଯୋଗ । ବାହାରୁ ରାଜ୍ୟରୁ ଆସିଥିବା ଶ୍ରମିକମାନଙ୍କ ଶାରୀରିକ ଓ ମାନସିକ ସ୍ଥିତିକୁ ହାଲକା କରିବା ପାଇଁ ମାଲକାନଗିରି ଓ ଭଦ୍ରକରେ ଥିବା କ୍ୱାରେଂଟିନ ସେଂଟରରେ ଏବେ ଯୋଗ ଓ ମନ୍ତ୍ର ପାଠ କରାଯାଉଛି । କ୍ୱାରେଂଟିନ…

ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ଛୋଟିଆ ଦେଶର ବଡ ପ୍ରୟାସ । ଆଣ୍ଟିବଡି ପ୍ରସ୍ତୁତ କରିଥିବା ନେଇ ଦାବି କଲେ…

କନକ ବ୍ୟୁରୋ: ମହାମାରୀ କରୋନା ସହ ଲଢିବାକୁ ବିଶ୍ୱର ଅନେକ ଦେଶ ଏବେ ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ଆମେରିକା ଏବଂ ବ୍ରିଟେନ୍ ମଣିଷ ଦେହରେ ପରୀକ୍ଷାମୂଳକ ଭାବେ ଟିକା ପ୍ରୟୋଗ କରିସାରିଛନ୍ତି । ଖୁବଶୀଘ୍ର ବଜାରକୁ ଟିକା ଆସିବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ଖବରକାଗଜ…

ରଥ ନିର୍ମାଣ ନେଇ ରାଜନୈତିକ ବୟାନବାଜି । ପରିଚାଳନା କମିଟିର ପ୍ରସ୍ତାବ ପରେ କେନ୍ଦ୍ରର ଅନୁମତି ଲୋଡିଲେ ରାଜ୍ୟ ସରକାର ।…

କନକ ବ୍ୟୁରୋ: ରଥଖଳାକୁ କାଠ ଆସିଗଲାଣି । ବିଶ୍ୱକର୍ମା ବି ରଥ ତିଆରି ପାଇଁ ପ୍ରସ୍ତୁତ ହୋଇଗଲେଣି । ଏପଟେ ତିଥି ବି ଗଡି ଗଲାଣି । କିନ୍ତୁ ଅନିଶ୍ଚିତତା ଘେରି ରହିଛି । ଆଗକୁ କଣ ହେବ ତାର ଉତର କାହା ପାଖରେ ନାହିଁ । ଗତ ୪ ତାରିଖରେ ପରିଚାଳନା କମିଟି ରଥ ନିର୍ମାଣ କାମ ଆରମ୍ଭ କରିବା ପାଇଁ…