କିଏ ଖାଉଛି, କିଏ ଫିଙ୍ଗୁଛି… ସଙ୍କଟ ବେଳେ ଖାଦ୍ୟ ସହ ଖେଳ । ସଙ୍ଗରୋଧ କେନ୍ଦ୍ରରେ ଖାଇବା ରୁଚୁନି ବୋଲି ଫୋପାଡି…
କନକ ବ୍ୟୁରୋ: ଏମାନେ ଏମିତି ଖାଆନ୍ତି । ବାତ୍ୟା, ବନ୍ୟା, ମରୁଡି ଯାହା ବି ହେଉ । ଯେତେବେଳେ ଯେକୌଣସି ପରିସ୍ଥିତି ଆସୁନା କାହିଁକି ଏମାନେ ସବୁର ମୁକାବିଲା କରନ୍ତି । ଯେଉଁଠି ଯାହା ମିଳିଲା ମାଟି ଉପରେ ବସି ମହା ଆନନ୍ଦରେ ଖାଆନ୍ତି । ଆଉ ରାତିଦିନ ନିଜ କର୍ତ୍ତବ୍ୟ କରନ୍ତି । କାରଣ ଏମାନେ…