ସନ୍ଦେହ ମାରିଦେଲା ମୋ ବାପାଙ୍କୁ… ବମିଖାଲରୁ ଆସିଥିଲୁ ବୋଲି ଚିକିତ୍ସା କଲେନି କି ଦୟା ଦେଖାଇଲେନି ଦ୍ୱିତୀୟ…
କନକ ବ୍ୟୁରୋ: ଲକଡାଉନରେ ମରିଗଲା ମଣିଷପଣିଆ । ସନ୍ଦେହ ନେଇଗଲା ବାପାଙ୍କ ଜୀବନ । କରୋନା ପ୍ରଭାବିତ ଅଞ୍ଚଳରୁ ଆସିଥିବାରୁ ସନ୍ଦେହରେ ଚିକିତ୍ସା କଲେନି ଡାକ୍ତର । ମେଡିକାଲ ପରେ ମେଡିକାଲ ବୁଲିଥିଲେ ବି ମିଳି ନଥିଲା ବାପାଙ୍କୁ ସେବା । ଚିକିତ୍ସା ନମିଳିବାରୁ ଅଧ ବାଟରେ ଆଖି ବୁଜିଲେ ବାପା ।…