Daily Archives

April 28, 2020

ସିଲିଣ୍ଡର ବୁକିଂରେ ଆଉ ରହିବନି ସମସ୍ୟା । ଗୋଟିଏ ମିନିଟରେ ବୁକିଂ ହେବ ଗ୍ୟାସ୍ । ଜାଣନ୍ତୁ…ହ୍ୱାଟ୍ସଆପରେ…

କନକ ବ୍ୟୁରୋ: ଗ୍ୟାସ୍ ବୁକିଂରେ ଆପଣଙ୍କୁ ଅସୁବିଧା ହେଉଛି କି? କିମ୍ବା ବୁକିଂ ପ୍ରକ୍ରିୟା ଆପଣଙ୍କୁ ଜଟିଳ ଲାଗୁଛି କି? ଯଦି ସିଲିଣ୍ଡର ବୁକିଂ ବେଳେ ଏଭଳି କିଛି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ । କାରଣ ଏବେ ଗୋଟିଏ ମେସେଜରେ ହେବ ଗ୍ୟାସ୍ ବୁକିଂ । ଆଉ ତାହା…

‘TATA SKY’ର ବଡ ଅଫର : ୨ ମାସ ମାଗଣାରେ ଦେଖିପାରିବେ ଟିଭି । ଜାଣନ୍ତୁ କେଉଁ ଗ୍ରାହକଙ୍କୁ ମିଳିବ ଏହି…

କରୋନା ପାଇଁ ଲକଡାଉନରେ ଘରୁ ନ ବାହାରିବାକୁ ଲୋକଙ୍କୁ କୁହାଯାଉଛି । ଆଉ ଏଭଳି ସମୟରେ ଘରେ ମନୋରଞ୍ଜନର ସବୁଠୁ ବଡ ମାଧ୍ୟମ ପାଲଟିଛି ଟେଲିଭିଜନ । ଫାଙ୍କା ସମୟ ମିଳିଲା ମାତ୍ରେ ଲୋକେ ମନୋରଞ୍ଜନ ପାଇଁ ଟିଭି ଖୋଲି ବସୁଛନ୍ତି । ଆଉ ଏତିକିବେଳେ କେବୁଲ ସର୍ଭିସ ପ୍ରୋଭାଇଡର ଟାଟା ସ୍କାଇ ଏକ ନୂଆ…

ପୋଲ ତଳେ ପାଞ୍ଚ ବର୍ଷ । ଆମେ ପକ୍କା ଘରେ, ଏମାନେ ପୋଲ ତଳେ… କରୋନା ପାଇଁ ଦେଶ କବାଟ କିଳି ରହିଛି, ପୋଲ ତଳେ…

କନକ ବ୍ୟୁରୋ: ପୋଲ ଉପରେ ଯାନ, ପୋଲ ତଳେ ଜୀବନ । ପାଣିର ଘର ଭିତରେ ଏବେ ବଞ୍ଚୁଛି ପ୍ରାଣ । ଆଜି କି କାଲି ନୁହେଁ ଦୀର୍ଘ ୫ ବର୍ଷ ହେବ ଏଇ ପୋଲ ତଳେ କଟୁଛି ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ଦିନ । ଭୁତାଣୁ ଭୟ ପାଇଁ ଘରେ ରହିଛି ସାରା ବିଶ୍ୱ । କୋରାନ ମୁକାବିଲା ପାଇଁ ସମସ୍ତେ କବାଟ କିଳି ଘରେ…

ଭୁବନେଶ୍ୱରରେ ଖୋଲିବ ଦୋକାନ । କେତେଟାରୁ କେତେବେଳ ଯାଏଁ , କ’ଣ ଖୋଲିବ ଆଉ କ’ଣ ରହିବ ବନ୍ଦ? କଟକଣା ଭିତରେ ନୂଆ…

କନକ ବ୍ୟୁରୋ: କରୋନା କଟକଣା ଭିତରେ ଭୁବନେଶ୍ୱରରେ ଦୋକାନ ଖୋଲିବାକୁ ଅନୁମତି । କୋଭିଡ୍-୧୯ କଟକଣା ଅନୁଯାୟୀ ନୂଆ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଏପରିକି କେତେଟାରୁ କେତେବେଳ ଯାଏଁ ଦୋକାନ ଗୁଡ଼ିକ ଖୋଲା ରହିବ ସେନେଇ ପୂରା ବିଜ୍ଞପ୍ତି ଜାରି କରିଛି ବିଏମସି । ଏବେ…

କରୋନା ପାଇଁ ରାଜ୍ୟ ସରକାରଙ୍କ ହଜାର ହଜାର କୋଟି ଖର୍ଚ୍ଚ ଭିତରେ ବଢିଲା ରାଜସ୍ୱ ଚିନ୍ତା । ଟିକସ କମିବା ପରେ ଏପ୍ରିଲ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ହେଲେ ସରକାରଙ୍କ ରୋଜଗାର ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି । ତାଲାବନ୍ଦ ଯୋଗୁଁ ରାଜସ୍ୱ ଆଦାୟ ସାଂଘାତିକ ଭାବେ କମିଯାଇଛି । ଏପ୍ରିଲ ମାସରେ ୧୨୭୦ କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟ ରଖାଯାଇଥିଲା…

ଗୁଜରାଟରେ କାୟା ମେଲିଛି ଉହାନରେ ଦେଖାଦେଇଥିବା କରୋନାର ଏଲ ଷ୍ଟ୍ରେନ୍ ଭୂତାଣୁ । ପ୍ରବାସୀ ଶ୍ରମିକ ଫେରିବା ପରେ ରାଜ୍ୟର…

କନକ ବ୍ୟୁରୋ: ଗୁଜରାଟର ସୁରଟରୁ ଓଡିଶା ଫେରିବେ ଲକ୍ଷାଧିକ ଓଡିଆ । ସ୍ୱତନ୍ତ୍ର ବସ ଜରିଆରେ ପ୍ରବାସୀ ଓଡିଆଙ୍କୁ ଓଡିଶା ଆଣିବାକୁ ଯୋଜନା କରୁଛନ୍ତି ସରକାର । ତେବେ ପ୍ରଶ୍ନ ଉଠୁଛି, ସେଠାରେ ଶ୍ରମିକଙ୍କ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ନକରି ଓଡିଶା ଆଣିବା କେତେ ଯୁକ୍ତିଯୁକ୍ତ । କାରଣ , ଯେଉଁ…