Daily Archives

April 20, 2020

ଖାକି ଖଳନାୟକଙ୍କୁ ନିଲମ୍ବିତ କରି କାହିଁକି ଚୁପ୍ ବସିଛି ପୋଲିସ? ଲକଡାଉନ ଲକ୍ଷ୍ମଣରେଖା ପାର କରିଥିବା ଆଇଆଇସିଙ୍କୁ…

କନକ ବ୍ୟୁରୋ : ଚୋରା ଗାଡିରେ ଆସିଲେ, ନିୟମ ଭାଙ୍ଗି ମନ୍ଦିରରେ ପଶିଲେ, ଆଉ ସତ ସାମ୍ନାକୁ ଆସିବା ପରେ ନିଲମ୍ବିତ ହେଲେ । ଗତ କାଲି ଠାରୁ ଆରମ୍ଭ ହୋଇଥିବା ଖାକି ଖଳନାୟକଙ୍କ କାହାଣୀରେ ବାସ୍ ନିଲମ୍ବିତର ଟ୍ୟାଗ ଲଗାଇଦେଇ ପୂର୍ଣ୍ଣଚ୍ଛେଦ ପକାଇଛି ଓଡ଼ିଶା ପୋଲିସ । ଲକଡାଉନ ନିୟମ ଭାଙ୍ଗିବା,…

କରୋନା ମାଡରେ କାନ୍ଦୁଛି ଚାଷୀ । ତାଲାବନ୍ଦ ପାଇଁ ତଳି ତଳାନ୍ତ ଚାଷୀ । ବିଲରେ ପରିବା ପଚୁଛି, ବାଧ୍ୟହୋଇ ଚାଷୀ କମ…

କନକ ବ୍ୟୁରୋ: ପଚିଗଲାଣି ବାଇଗଣ । ବିକ୍ରି ହୋଇପାରୁନି ପୋଟଳ । ପରିବା ଚାଷୀଙ୍କ ଉପରେ କରୋନା ମାଡ । ହଜାର ହଜାର ଟଙ୍କା ଋଣ କରି ପରିବା ଚାଷ କରିଥିଲା ଚାଷୀ । ହେଲେ ପରିବା ବିକ୍ରି ନହୋଇ ଜମିରେ ପଚିବାରେ ଲାଗିଛି । କେମିତି ଋଣ ସୁଝିବେ ଏବେ ସେହିଚିନ୍ତାରେ ପୋଲସରାର ଚାଷୀ । ଗଛରେ…

ମହଙ୍ଗା ପଡିଲା ବର୍ଦ୍ଦିର ବହପ । ଲକଡାଉନ ବେଳେ ଚୋରା ଗାଡିରେ ଜିଲ୍ଲା ପରେ ଜିଲ୍ଲା ପାର କଲେ, ଶ୍ରୀମନ୍ଦିର ଯାଇ ଦର୍ଶନ…

କନକ ବ୍ୟୁରୋ: କରୋନା ପାଇଁ ସାରା ଦେଶରେ ତାଲାବନ୍ଦ ନିୟମ କଡାକଡି ଭାବେ ପାଳନ ହେଉଥିବାବେଳେ ଏହି ନିୟମ ଭାଙ୍ଗି ଏବେ ଅଡୁଆରେ ପଡିଛନ୍ତି ଜଣେ ପୁଲିସ ବାବୁ । ତାଲାବନ୍ଦ କଟକଣା ନିୟମ ଭାଙ୍ଗି ନିଲମ୍ବିତ ହୋଇଛନ୍ତି ବଡଚଣା ଆଇଆଇସି ଦୀପକ ଜେନା । ଯାହା ସୂଚନା ରହିଛି ଯାଜପୁର ଜିଲ୍ଲା ବଡଚଣା…

ଲକ୍ଷଣ ନାହିଁ କରୋନା ଅଛି । ସଂକ୍ରମଣକୁ ବଢାଉଛନ୍ତି ସାଇଲେଣ୍ଟ ସ୍ପ୍ରେଡର । 

କନକ ବ୍ୟୁରୋ : କରୋନାର ଭୟ ଭିତରେ ଆଉ ଏକ ଚିନ୍ତାର କାରଣ ହେଉଛି ଲକ୍ଷଣ ବିହୀନ କରୋନା ରୋଗୀ । ଅର୍ଥାତ୍, ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଅଛି କିନ୍ତୁ ତାଙ୍କ ପାଖରେ କୌଣସି ଲକ୍ଷଣ ନାହିଁ । ଆଜି ଏନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଭାରତର ପ୍ରାୟ ୮୦ ପ୍ରତିଶତ କରୋନା ଆକ୍ରାନ୍ତ…

କରୋନା କବଳରେ କୁନି ପିଲା । ବାଲେଶ୍ୱରରେ ୨ ବର୍ଷର ଶିଶୁକନ୍ୟା କରୋନା ଆକ୍ରାନ୍ତ ହେବା ପରେ ବଢିଲା ଚିନ୍ତା । ବାହାରକୁ…

କନକ ବ୍ୟୁରୋ: ୨ ବର୍ଷର ଶିଶୁ କରୋନା ଆକ୍ରାନ୍ତ । କାରଣ ଖୋଜୁଛି ଜିିଲ୍ଲା ପ୍ରଶାସନ । ରାଜ୍ୟରେ ମହାମାରୀ କରୋନା ବିରୋଧୀ ଅପରେସନ ଜୋରଦାର ହେଉଥିବା ବେଳେ ସୋମବାର ଦୁଇ ବର୍ଷର ଶିଶୁ କରୋନା ଆକ୍ରାନ୍ତ ହେବା ଘଟଣା ଚିନ୍ତା ବଢାଇଦେଇଛି । ବାଲେଶ୍ୱରରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ…

ରାଜ୍ୟରେ ୫ ନୂଆ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରୋନା ମୁକାବିଲା…

କନକ ବ୍ୟୁରୋ : ଭାରତରେ ଯେଉଁ କେତୋଟି ରାଜ୍ୟ କରୋନା ସଂକ୍ରମଣର ମୁକାବିଲା କରୁଛନ୍ତି, ସେ ଦିଗରେ ଦୁଇ ପାଦ ଆଗରେ ରହିଛି ଓଡିଶା । କୋଭିଡ ହସ୍ପିଟାଲ ମାଧ୍ୟମରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଆଜି କାର୍ଯ୍ୟକ୍ଷମ ହୋଇଛି ୫ଟି କୋଭିଡ…