Daily Archives

April 18, 2020

ବାଲେଶ୍ୱରକୁ ଡେଇଁଲା କରୋନା । ୫୮ ବର୍ଷୀୟ ବ୍ୟକ୍ତିଙ୍କ ନମୂନା ପଜିଟିଭ୍ ଆସିବା ପରେ ୬୧ରେ ପହଁଚିଲା ଆକ୍ରାନ୍ତଙ୍କ…

କନକ ବ୍ୟୁରୋ: ବାଲେଶ୍ୱରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସଜାଗ । ବାଲେଶ୍ୱର ନିଳିଆ ବାଗ ଅଂଚଳକୁ ଅବରୋଧ କଲା ଜିଲ୍ଲା ପ୍ରଶାସନ । ନିଳିଆବାଗ ଅଂଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ବା ନିଷେଧ ଅଞ୍ଚଳ ଭାବେ ଅବରୋଧ କରିଛି । ଅର୍ଥାତ ଏହି ଅଂଚଳକୁ କେହି ଯାଇପାରିବେ…

ଘରେ ମୋର ଦଶମାସର ଝିଅ କଇଁ କଇଁ କାନ୍ଦୁଛି…ସଙ୍କଟ ସମୟରେ ସ୍ନେହକୁ ଛାଡି ମୁଁ ଡ୍ୟୁଟି ଯାଉଛି……

କନକ ବ୍ୟୁରୋ: ମାଆ ଯାଉଛି, ଝିଅ କାନ୍ଦୁଛି । କରୋନା ସହ ଲଢିବାକୁ ଘରେ କୁନି ଝିଅକୁ ଛାଡି ଡ୍ୟୁଟି ବାହାରି ଯାଉଛି ମାଆ । ବିଦାୟ ପୂର୍ବରୁ ତା ଗେହ୍ଲି ଝିଅକୁ ଗେଲ କରି ଯିବା ବେଳେ ବିଚ୍ଛେଦର ମୁହୂର୍ତ୍ତକୁ ବୁଝି ପାରୁଛି ଏଡିକି ବକଟେ ଛୁଆ । ମାଆ ଯାଉଥିବାରୁ ଝିଅ ରାହା ଧରି କାନ୍ଦୁଛି ତ ମାଆ…

ସୁରକ୍ଷିତ ଅଛି ରାଜଧାନୀ । ଭୁବନେଶ୍ୱର ସହ ରାଜଧାନୀବାସୀଙ୍କୁ ଆଶ୍ୱାସନା ଦେଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । କହିଲେ…

କନକ ବ୍ୟୁରୋ: ସୁରକ୍ଷିତ ଅଛି ରାଜଧାନୀ । କରୋନା ସଂକ୍ରମଣରୁ ଭୁବନେଶ୍ୱର ସୁରକ୍ଷିତ ଥିବା ନେଇ ରାଜଧାନୀବାସୀ ତଥା ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । କରୋନା ମୁକାବିଲା ନେଇ ପ୍ରେମମିଟ କଲାବେଳେ ରାଜଧାନୀ ସୁରକ୍ଷିତ ଥିବା କହିଛନ୍ତି ନିକୁଞ୍ଜ । ତେବେ କ୍ଲଷ୍ଟର…

ରାତି ପାହିଲେ ବୁର୍ଲା ଭିମସାରରେ ହେବ ପୁଲ ଟେଷ୍ଟିଂ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିଲେ, ପ୍ରତିଦିନ ୯୦ ଜଣଙ୍କ ହେବ ନମୁନା…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଆସନ୍ତାକାଲିଠୁ ବୁର୍ଲା ଭିମସାରେ ହେବ ପୁଲ ଟେଷ୍ଟିଂ । ବୁର୍ଲା ବଡ ମେଡିକାଲରେ ସ୍ଥିତିର ସମୀକ୍ଷା କରିବା ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟୃମନ୍ତ୍ରୀ ନବ ଦାସ । ଦୁଇଟି ସିଫ୍ଟପରେ ପ୍ରତିଦିନ ୯୦ ଜଣଙ୍କ ନମୁନା ପରୀକ୍ଷା ହେବ ବୋଲି ସେ ସୂଚନା…

ଦୁଇ ସପ୍ତାହ ମଧ୍ୟରେ ଦେଶର ୪୫ ଜିଲ୍ଲାରେ ଚିହ୍ନଟ ହୋଇନାହାନ୍ତି କରୋନା ଆକ୍ରାନ୍ତ । କେନ୍ଦ୍ର ସରକାର କହିଲେ…

କନକ ବ୍ୟୁରୋ: ଭାରତରେ ୧୪ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଏହାରି ଭିତରେ ଆସିଛି ଚିନ୍ତା ଜନକ ଚିତ୍ର । ନିଜାମୁଦ୍ଦିନ ଗଟଣା କାରଣରୁ ୨୩ଟି ରାଜ୍ୟରେ ବଢିଛି ସଂକ୍ରମିତଙ୍କ ସଂଖ୍ୟା । ଆଉ ଗତ ୨୪ଘଂଟା ଭିତରେ ଦେଶରେ ୯୯୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…