Daily Archives

April 16, 2020

ଏବେ କେମିତି ଦିଶୁଛନ୍ତି ରାମାୟଣ କଳାକାର ? ୮୦ ଦଶକରେ ଟିଭି ପରଦାରେ ଆପଣ ଦେଖିଥିବା ରାମ-ସୀତାଙ୍କ ଭଳି ମୁଖ୍ୟ କଳାକାର…

କନକ ବ୍ୟୁରୋ: କେମିତି ଦିଶୁଛନ୍ତି ରାମାୟଣ କଳାକାର । ୧୯୮୭-୨୦୨୦ କେତେ ବଦଳିଛି ରୂପରଙ୍ଗ । ତାଲାବନ୍ଦ ସମୟରେ ଏବେ ସମସ୍ତଙ୍କ ପ୍ରିୟ ପାଲଟିଛି ରାମାୟଣ । ୮୦ ଦଶକର ଲୋକପ୍ରିୟ ପୌରାଣିକ ଧାରାବାହିକକୁ ଲୋକେ ପୂର୍ବରୁ ଯେତିକି ପସନ୍ଦ କରୁଥିଲେ ଏବେ ତାଠୁ ଅଧିକ ପସନ୍ଦ କରୁଛନ୍ତି । କାରଣ…

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ କ’ଣ ରହିଛି କରୋନା ସ୍ଥିତି? ମ୍ୟାପ ଜରିଆରେ ଜାଣନ୍ତୁ ରାଜଧାନୀର କରୋନା…

କନକ ବ୍ୟୁରୋ: ରାଜଧାନୀରେ ବର୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ କେଉଁ ଅଂଚଳରେ ସେମାନଙ୍କ ସ୍ଥିତି ନେଇ ଏକ ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର । ବମିଖାଲରେ ୧୮ ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ସେହିପରି ଝାରପଡାରେ…

ଛେପ ପକାଇଲେ ପଡିବ ଫାଇନ । ସର୍ବସାଧାରଣରେ ଛେପ ପକାଇଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା । ଗଞ୍ଜାମ ପରେ ଭଦ୍ରକରେ…

କନକ  ବ୍ୟୁରୋ: ଛେପ ପକାଇଲେ ପଡିବ ଫାଇନ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦେବାକୁ ପଡିବ ତଣ୍ଡ । ଭଦ୍ରକରେ ଲାଗୁ ହେଲା କଟକଣା । ଜିଲ୍ଲା ପ୍ରଶାସନ ପକ୍ଷରୁ ଛେପ ପକାଇବା ଉପରେ ଲାଗୁ ହେଲା କଡା ନିୟମ । ଯଦି କୌଣସି ନିର୍ଦ୍ଦେଶ ପରେ ବି ବାହାରେ ଛେପ ପକାଇବେ ତେବେ ତାଙ୍କୁ ୫୦୦ ଟଙ୍କା…

ପୁଣି ଚର୍ଚ୍ଚାରେ ବିବାଦୀୟ ଆଇଟମ୍ ଗର୍ଲ ରାକ୍ଷୀ ସାୱନ୍ତ । ବିଦେଶ ଯିବାକୁ ସୋସିଆଲ ମିଡ଼ିଆରେ ପ୍ରଧାନମନ୍ତ୍ରୀଙ୍କୁ…

କନକ ବ୍ୟୁରୋ: ସାରା ବିଶ୍ୱକୁ ଘାରିଛି କରୋନା ଭୟ । ଏପରି ସମୟରେ ବିଦେଶରେ ଥିବା ଭାରତୀୟ ନିଜ ଦେଶକୁ ଚାଲି ଆସିବାକୁ ଚାହୁଁଛନ୍ତି । ସରକାର ମଧ୍ୟ ସ୍ୱତନ୍ତ୍ର ବିମାନ ଯୋଗେ ବିଦେଶରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣୁଛନ୍ତି । ହେଲେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବିଦେଶ…