Daily Archives

April 14, 2020

ମାଆ କାନ୍ଦୁଛି ପୁଅ ପାଇଁ… ତାଲାବନ୍ଦ ବେଳେ ଗଡୁନି ଗାଡ଼ି: ପୁଅର ଦୁର୍ଘଟଣା ଖବର ଶୁଣି ସୁନ୍ଦରଗଡ଼ରୁ କେନ୍ଦୁଝର…

କନକ ବ୍ୟୁରୋ: ଆଖିରେ ଯନ୍ତ୍ରଣାର ଝରଣା, ହୃଦୟରେ କରୁଣ ମମତାର କୋହ । ଖାଲି ପୁଅକୁ ଟିକିଏ ଦେଖିବାକୁ ଏତେ ଆବେଗ ଆଉ ବ୍ୟାକୁଳାତା କେବଳ ମାଆର ହିଁ ହୋଇପାରେ । କାରଣ ସେ ଜନ୍ମ କରିଛି ଆଉ ନିଜେ କମ୍ ଖାଇ ପିଲାର ପେଟ ପୂରା କରିଛି । ଯିଏ ନିସ୍ୱାର୍ଥପର ହୋଇ ନିଜ ଆବିଳତାକୁ ହୃଦୟରେ ଚାପି ରଖେ ସେ…

ଛେପ ପକାଇଲେ ୫୦୦ ଫାଇନ୍ । ଗଞ୍ଜାମରେ ସର୍ବସାଧାରଣରେ ଛେପ ପକାଇବା ଉପରେ ଲାଗିଲା କଟକଣା । ଏଣିକି ବାହାରେ ଛେପ ପକାଇଲେ…

କନକ ବ୍ୟୁରୋ: ଛେପ ପକାଇଲେ ପଡିବ ଫାଇନ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦେବାକୁ ପଡିବ ଜରିମାନା । ବାହାରେ ଏଣେତେଣେ ଛେପ ପକାଇବା ଉପରେ ଲାଗିଲା କଟକଣା । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଫାଇନ ପଡିବ । ଗଞ୍ଜାମ ଜିଲ୍ଲାରେ ଲାଗୁ ହେଲା ନିୟମ । ଏଥିସହ ଦୁଇରୁ ଅଧିକ ଜଣ…

ଚାଷ ଉପରେ କରୋନା ମାଡ! ଅମଳ ଫସଲକୁ ବିକ୍ରି କରିପାରୁନାହିଁ ଚାଷୀ, ଆଶା ଭରସା ଉପରେ ଭୂତାଣୁ ମାଡ, ବାଙ୍କୀ ରାସ୍ତାରେ…

କନକ ବ୍ୟୁରୋ: କୋଭିଡ-୧୯କୁ ନେଇ ସାରା ଦେଶ ଆତଙ୍କିତ ଥିଲା ବେଳେ ମେ ୩ ତାରିଖ ଯାଏଁ ତାଲା ବନ୍ଦ ବୃଦ୍ଧି କରିଛନ୍ତି । ଯାହାର ସିଧାସଳଖ ପ୍ରଭାବ ଚାଷୀମାନଙ୍କ ଉପରେ ପଡିଛି । ଘର ପାଖରେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବା ବେଳେ ବାହାରକୁ ରପ୍ତାନୀ ହୋଇ ପାରୁନାହିଁ । ଫଳରେ କ୍ୟୁଟାଂଲ କ୍ୟୁଟାଂଲ…

ଶବକୁ ଛୁଇଁଲେନି ଗାଁ ଲୋକେ ଯକ୍ଷ୍ମାରେ ଚାଲିଗଲା ମହିଳାଙ୍କ ଜୀବନ, କରୋନା ସନ୍ଦେହରେ ଶବକୁ ଗାଁରେ ପୂରାଇଦେଲେନି…

କନକ ବ୍ୟୁରୋ: ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ ଓ ଭୁଲ ଖବରର ବଶବର୍ତୀ ହୋଇ ମଣିଷ ମାନବିକତାର କେମିତି ଶେଷ ସୀମା ଲଂଘନ କରେ ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ କୁଆଁରମୁଣ୍ଡାରେ । ଟିବି ରୋଗରେ ମୃତ୍ୟୁ କରିଥିବା ଜାଣିଲା ପରେ ଗାଁରେ ଶବକୁ ପୁରେଇ ଦେଲେନି । ଆଉ ଶେଷରେ ଶବ…

ମୋଦିଙ୍କ ମୁହଁରେ ଗାମୁଛା । ଘର ତିଆରି ମାସ୍କ ବ୍ୟବହାର କଲେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ ଦେଲେ ବଡ଼ ବାର୍ତ୍ତା ।

କନକ ବ୍ୟୁରୋ : ଘର ତିଆରି ମାସ୍କ ବା ଗାମୁଛାକୁ ମାସ୍କ ଭାବେ ବ୍ୟବହାର କରିବା ନେଇ ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶବାସୀଙ୍କୁ ସନ୍ଦେଶ ଦେବା ବେଳେ ମୋଦି ଏକ ଧଳା ଗାମୁଛାକୁ ମାସ୍କ ଭାବେ ବ୍ୟବହାର କରିଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଶନିବାର ଦିନ ମଧ୍ୟ…

ରେଳ ଷ୍ଟେସନରେ ଶ୍ରମିକଙ୍କ ଜନସମୁଦ୍ର । ଖାଦ୍ୟ ପାଇଁ ନୁହେଁ ଘରକୁ ଯିବାକୁ ଦୌଡ଼ି ଆସିଲେ ଦାଦନ, ପୋଲିସ୍ ଲାଠି ଚାଳନା…

କନକ ବ୍ୟୁରୋ: କରୋନାକୁ ନେଇ ସାରା ଦେଶରେ ତାଲା ବନ୍ଦ ଲାଗିରହିଥିବା ବେଳେ ମହାରାଷ୍ଟ୍ର ମୁମ୍ବାଇରୁ ଆସିଛି ଅଭାବନୀୟ ଚିତ୍ର । ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ରେଳ ଷ୍ଟେସନରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ସତେ ଯେମିତି ରେଳ ଷ୍ଟେସନ ପାଲଟିଗଲା ଶ୍ରମିକଙ୍କ ଜନସମୁଦ୍ର ।…