Daily Archives

April 12, 2020

ଓଡିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ । କଳାହାଣ୍ଡିର କରୋନା ଆକ୍ରାନ୍ତଙ୍କ ନମୂନା…

କନକ ବ୍ୟୁରୋ: ଓଡିଶା ପାଇଁ ପୁଣି ଆସିଲା ଭଲ ଖବର । ସୁସ୍ଥ ହେଲେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ । ସୁସ୍ଥ ହେଲେ କଳାହାଣ୍ଡିର କରୋନା ଆକ୍ରାନ୍ତ । ତାଙ୍କ ନମୂନା ପରୀକ୍ଷା ପରେ ନେଗେଟିଭ ଆସିଥିବା ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ । ଟ୍ୱିଟ କରି ରାଜ୍ୟବାସୀଙ୍କୁ ଖୁସି ଖବର ଜଣାଇଲା…

ଚାଲ ଧନ ଅଫିସ ଯିବା… ମୁଁ ମମତା ଦେବି, ମହାମାରୀର ମୁକାବିଲା କରିବି… କୋଳରେ ୨୨ ଦିନର ଛୁଆ ଧରି କରୋନା…

କନକ ବ୍ୟୁରୋ: ଅଫିସ ଭିତରେ ସେବା-ସ୍ନେହର ଚିତ୍ର । ଦାୟିତ୍ୱ ଓ ମାତୃତ୍ୱର ଅପୂର୍ବ ଦୃଶ୍ୟ । କୋଳରେ ୨୨ ଦିନର ଛୁଆ, ଟେବୁଲ ଉପରେ ଗଦା ଗଦା ଫାଇଲ ଆଉ ଲ୍ୟାଣ୍ଡ ଲାଇନରୁ ଆସୁଛି ବାରମ୍ବାର ଫୋନ । ଦେଶର ସଙ୍କଟ ସମୟରେ ସେବା ଯୋଗାଇବାକୁ ଗୋଟିଏ ହାତ ଫୋନ ଆଡକୁ ଉଠି ଯାଉଛି ତ ଅନ୍ୟ ଏକ ହାତ କୁନି…

କରୋନା ମୁକାବିଲା ପାଇଁ ‘କୋବାସ ୬୮୦୦’ ଅସ୍ତ୍ର । ଜାଣନ୍ତୁ ଏଥିରୁ କଣ ମିଳିବ ଫାଇଦା?

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇ ଭିତରେ ଓଡିଶା ହାତରେ ଲାଗିଛି ଏକ ବଡ ଅସ୍ତ୍ର । ଅଧିକ ସଂଖ୍ୟାରେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହ ଚିକିତ୍ସା ଯୋଗାଇବା କିମ୍ବା ସଙ୍ଗରୋଧରେ ରଖିବାକୁ ସହାୟକ ହେବ ଏହି ଅସ୍ତ୍ର । ଯାହାର ନାଁ କୋବାସ ମେସିନ୍ ।…

କରୋନା ଯୋଦ୍ଧାଙ୍କୁ ପୋଲିସର ଅସମ୍ମାନ ପ୍ରସଙ୍ଗ । ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଲେ ପୋଲିସ କମିଶନର । କହିଲେ…

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସର ଜଣେ ମହିଳା ଡାକ୍ତରଙ୍କ ପାସ୍ ପ୍ରଦାନ ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ଡାକ୍ତରଙ୍କୁ ପାସ୍ ପ୍ରଦାନ କରାଯାଇଥାଏ, ସମ୍ପର୍କୀୟଙ୍କୁ ନୁହେଁ । ଡାକ୍ତର ଜଣକ ତାଙ୍କ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ବା…

କରୋନା ଓ ନ୍ୟୁଜିଲାଣ୍ଡର ରଣନୀତି । କରୋନା ପାଇଁ ୟୁରୋପୀୟ ଦେଶ ଗୁଡିକରେ ହାହାକାର ପଡିଥିବା ବେଳେ ନ୍ୟୁଜିଲାଣ୍ଡ କିଭଳି…

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର କରୋନା ରଣନୀତିକୁ ନେଇ ଜୋରଦାର ଚର୍ଚ୍ଚା । ଅନ୍ୟ ୟୁରୋପୀୟ ଦେଶଙ୍କ ତୁଳନାରେ ଏହି ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଖୁବ କମ୍ । ଅବଶ୍ୟ ଏଥିପାଇଁ ନ୍ୟୁଜିଲାଣ୍ଡର ଭୌଗଳିକ ଅବସ୍ଥିତି ଅନେକାଂଶରେ ବରଦାନ ହୋଇଛି । ହେଲେ କରୋନାକୁ ରୋକିବାରେ…

ମହାମାରୀ କରୋନା ଯୁଦ୍ଧର ମହିଳା ଯୋଦ୍ଧା । ଓଡ଼ିଶାରେ ମହାଲଢେଇର ନେତୃତ୍ୱ ମହିଳାଙ୍କ ହାତରେ ।

କନକ ବ୍ୟୁରୋ : ମହାମାରୀ କରୋନା ବିରୋଧରେ ଲଢୁଛି ସାରାବିଶ୍ୱ । ଦେଶରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରି ଏହି ମାରାତ୍ମକ ଭୂତାଣୁ ବିରୋଧରେ ଲଢେଇକୁ ଜୋରଦାର କରିଛି ଭାରତ । ଆଉ ଓଡିଶାରେ ଏହି ଲଢେଇର ନେତୃତ୍ୱ ନେଉଛନ୍ତି ମହିଳା । କରୋନା ଲଢେଇର ଏହି ମହିଳା ଯୋଦ୍ଧା ଯେଉଁମାନେ ଡାକ୍ତର କିମ୍ବା…