Daily Archives

April 10, 2020

ଭୁବନେଶ୍ୱର ପାଇଁ ଭଲ ଖବର । ଏକାଥରେ ସୁସ୍ଥ ହେଲେ ୫ କରୋନା ଆକ୍ରାନ୍ତ, ପୂର୍ବରୁ ସୁସ୍ଥ ହୋଇଥିଲେ ୨ ଜଣ । ରାଜଧାନୀରେ…

କନକ ବ୍ୟୁରୋ: ଭୁବନେଶ୍ୱରବାସୀଙ୍କ ପାଇଁ ଭଲ ଖବର । ଆଜି ଏକାଥରେ ସୁସ୍ଥ ହୋଇଥିବା ୧୦ ଆକ୍ରାନ୍ତଙ୍କ ମଧ୍ୟରେ ସୁସ୍ଥ ହୋଇଛନ୍ତି ଭୁବନେଶ୍ୱରର ୫ ଜଣ । ତେବେ ବର୍ତ୍ତମାନ ଭୁବନେଶ୍ୱରରୁ ମୋଟ୍ ୩୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତେବେ ପୂର୍ବରୁ ରାଜଧାନୀର ୨ ଜଣ ଆକ୍ରାନ୍ତ ସୁସ୍ଥ…

ଓଡ଼ିଶା ପାଇଁ ଭଲ ଖବର : ୩ ଜିଲ୍ଲା ହେଲା କରୋନା ମୁକ୍ତ, ଓଡ଼ିଶାରେ ଏକାଥରକେ ସୁସ୍ଥ ହୋଇ ଫେରିଲେ ୧୦ ଆକ୍ରାନ୍ତ ।

କନକ ବ୍ୟୁରୋ : ଓଡ଼ିଶା ପାଇଁ ଭଲ ଖବର । ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢାଉଥିବା ବେଳେ ଆଜି ଏକାଥରକେ ୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ମୋଟ ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ଆଉ…

ଓଡିଶା ପାଇଁ ଭଲ ଖବର । ଏକାଥରେ ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ । ଭୁବନେଶ୍ୱରରୁ ୫ । ଭଦ୍ରକ, କଟକ, ଯାଜପୁର, ପୁରୀରୁ…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲଖବର । ରାଜ୍ୟରେ ଏକାସଙ୍ଗେ ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ । ୧୦ ଆକ୍ରାନ୍ତଙ୍କ ନମୂନା ପରୀକ୍ଷା ପରେ ଆସିଲା ନେଗେଟିଭ୍ । ତେବେ ସବୁଠାରୁ ଖୁସିର କଥା ହେଲା କି, ସୁସ୍ଥ ହୋଇଥିବା ଏହି ୧୦ ଜଣଙ୍କ ମଧ୍ୟରେ ଭୁବନେଶ୍ୱର ୫ ଜଣ ଅଛନ୍ତି । Very happy to…

ସହାୟତାର ହାତ ବଢାଇଲା ଅନପୂର୍ଣ୍ଣା ଆଗ୍ରୋ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲେ ୩ ଲକ୍ଷ ଟଙ୍କା ।

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ଭାଇରସ ତାର କାୟା ବିସ୍ତାର କରୁଛି । ଆମେରିକା ଭଳି ସର୍ବଶକ୍ତିମାନ ଦେଶ ମଧ୍ୟ ଏହି ଭାଇରସ କବଳରେ ଆଜି ଧରାଶାୟୀ ହୋଇପଡିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶ ବଢି ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮…

ମହାମାରୀ ମୁକାବିଲାରେ ମାସ୍କ ଅସ୍ତ୍ର । ମୁହଁରେ କାହିଁକି ପିନ୍ଧିବା ମାସ୍କ ? ବାଗଚୀ ବଖାଣିଲେ ମାସ୍କ ପଛର ରହସ୍ୟ

କନକ ବ୍ୟୁରୋ: କରୋନା ମୁକାବିଲାର ମୁଖ୍ୟ ଅସ୍ତ୍ର ହେଉଛି ମାସ୍କ । ମୁହଁକୁ କପଡା କିମ୍ବା ମାସ୍କ ଦ୍ୱାରା ଘୋଡାଇଲେ ହିଁ ଜଣେ କରୋନା ଭୂତାଣୁର ମୁକାବିଲା କରି ହେବ । ତେବେ କଣ ପାଇଁ ମୁହଁରେ ମାସ୍କ ଘୋଡାଇବା ବାଧ୍ୟତାମୂଳକ ? ତାର ବଡ ଉଦାହରଣ ଦେଇଛନ୍ତି କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ…