Daily Archives

April 7, 2020

ମା’ ତୋ ଲୁହ ଆଗରେ ଲକଡାଉନ କଣ…? ତାଲାବନ୍ଦ ହେଉ କି ତତଲା ଖରା… ମୋ ଟ୍ରଲି ଅଛି ତୁ ଟେନସନ ନେ ନା……

କନକ ବ୍ୟୁରୋ: ମାଆ ତୁ ଜମା ବ୍ୟସ୍ତ ହଅନା । ମୁଁ ସାଙ୍ଗେ ସାଙ୍ଗେ ତତେ ମେଡିକାଲରେ ପହଞ୍ଚାଇ ଦେବି... ତୁ ଖାଲି ଭଲରେ ବସିଥା । ଗାଡିଘୋଡା ନଚାଲୁ, ଆମ୍ବୁଲାନ୍ସ ନଆସୁ ? ମୋ ଟ୍ରଲି ତୋ ପାଇଁ ଆମ୍ବୁଲାନ୍ସ । ମୁଁ ଏଇଥିରେ ତତେ ଟାଣିଟାଣି ନେଇଯିବି... ସେ ତାଲାବନ୍ଦ ହେଉ କି ତତଲା ଖରା... ମୋ…

ବିଗୁଡୁଛି ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା । କୃତ୍ରିମ ଉପାୟରେ ଦିଆଗଲା ଅମ୍ଳଜାନ, ଚିକିତ୍ସାନେଇ ସଜାଗ…

କନକ ବ୍ୟୁରୋ: ମାରାତ୍ମକ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଚିତିତ୍ସାଧିନ ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗମ୍ଭୀର ହୋଇପଡିଛି । ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ବୋରିଶଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଉଛି । ଏନେଇ ପ୍ରଧାନମନ୍ତ୍ରୀ…

ଓଡ଼ିଶାରେ ୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ୱିଟାଲରେ ହେଉଛି କରୋନା ଆକ୍ରାନ୍ତଙ୍କ ଚିକିତ୍ସା । ଇଟାଲୀ ପରି ବିପର୍ଯ୍ୟୟ…

କନକ ବ୍ୟୁରୋ: ରାଜ୍ୟରେ ପ୍ରସ୍ତୁତ ୭ଟି କୋଭିଡ ହସ୍ପିଟାଲ । ଚିକିତ୍ସା ହେବେ କେବଳ କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନେଇ ଏକ ବଡ ସୂଚନା ଦେଇଛନ୍ତି ରାଜ୍ୟ ସରକାର କୋଭିଡ-୧୯ ମୁଖପାତ୍ର ସୁବତ୍ର ବାଗଚୀ । ଇଟାଲି ଭଳି ବିପର୍ଯ୍ୟୟକୁ ଏଡାଇବା ପାଇଁ ମୂଳରୁ ପଦକ୍ଷେପ…

କରୋନା କଟକଣା: ଉଜୁଡି ଯାଇଛି ଜୀବିକା, ଅଟକି ଯାଇଛି ଜୀବନ । ପାନ ଚାଷୀଠୁ ଆରମ୍ଭ କରି ଗେଣ୍ଡୁ ଫୁଲ ଓ ପନିପରିବା…

କନକ ବ୍ୟୁରୋ: ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କରୋନା ପାଇଁ କଟକଣା । ଲୋକଙ୍କୁ ଭୂତାଣୁ ସଂକ୍ରମଣ ଠାରୁ ଦୂରେଇ ରଖିବା ଉଦେଶ୍ୟରେ ସରକାରଙ୍କ ତାଲା ବନ୍ଦ । ସୁସ୍ଥ ଜୀବନ ପାଇଁ ଲକ ଡାଉନ ପାଳନ କରାଯାଉ ଥିବା ବେଳେ ଦୋହଲି ଗଲାଣି ଚାଷୀଙ୍କ ମେରୁଦଣ୍ଡ । ବିକ୍ରୀ ହୋଇ ପାରୁନାହିଁ ଚାଷୀଙ୍କ…

୯ ଏପ୍ରିଲ ସକାଳୁ ବାହାରକୁ ବାହାରିଲେ ଆପଣଙ୍କୁ ପିନ୍ଧିବାକୁ ପଡ଼ିବ ମାସ୍କ । ହେଲେ କାହିଁକି, ମାସ୍କ ପିନ୍ଧିଲେ କ’ଣ…

କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣ ଯେବେଠାରୁ ଚୀନରୁ ବାହାରି ଅନ୍ୟ ଦେଶ ଗୁଡିକୁ ବ୍ୟାପିବା ଆରମ୍ଭ କରିଛି, ସେବେଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଆସୁଛି ଫେସ୍ ମାସ୍କ ସମସ୍ତଙ୍କ ପାଇଁ ଆବଶ୍ୟକ ନୁହେଁ । କେବଳ କରୋନା ଭୂତାଣୁରେ ଆକ୍ରାନ୍ତ ରୋଗୀ ଏବଂ ଥଣ୍ଡା, କାଶ ଭଳି ସମସ୍ୟା…

ଖାଁ ଖାଁ ଶ୍ରୀମନ୍ଦିର, ଏକା ବସିଛନ୍ତି ମହାବାହୁ । ତାଲାବନ୍ଦ ଯୋଗୁଁ ଲାଗୁନି ଭକ୍ତଙ୍କ ଗହଳି ଚହଳି, ଶ୍ରୀହୀନ ଲାଗୁଛି…

କନକ ବ୍ୟୁରୋ: ପରମ୍ପରା ଆଧାରରେ ନୀତିକାନ୍ତି ଚାଳିଛି । ବିଧି ମୁତାବକ ବଡ ଦେଉଳରେ ଚାଲିଛି ବଡ ଦିଅଁଙ୍କ ପୂଜାର୍ଚ୍ଚନା । ପ୍ରତିଦିନ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ବିଭୂଷିତ ହେଉଛନ୍ତି । ହେଲେ କାଳିଆର ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଲାଗୁନି ଭକ୍ତଙ୍କ ଭିଡ, କି ଆନନ୍ଦ ବଜାରରେ ଶୁଭୁନି…