Daily Archives

April 6, 2020

ସ୍ନେହଶ୍ରଦ୍ଧା ମଝିରେ ଅପେକ୍ଷାର ପାଚେରୀ । ବାରଣ୍ଡାରେ ବାପା, କବାଟ ପାଖରେ କୁନି ଝିଅ… ଗୋଟିଏ ଫଟୋରେ ‘କରୋନା’ର…

କନକ ବ୍ୟୁରୋ: ବାପା ! ତମେ ଘରକୁ କେବେ ଆସିବ ? ତମ କୁନି ଝିଅ କଥା ତମର କଣ ମନେ ପଡୁନି... ସବୁଦିନ ଆସୁଛ ଘର ବାହାରୁ ପୁଣି ପଳାଇ ଯାଉଛ... କେତେବେଳେ ଆସୁଛ, କେତେବେଳେ ଯାଉଛ ମୁଁ କିଛି ଜାଣି ପାରୁନି । ନିଦ ଭାଙ୍ଗିବା ବେଳକୁ ତମେ ନଥିବ କି ବିଛଣାକୁ ଯିବା ପର୍ଯ୍ୟନ୍ତ ତମେ ଆସିନଥିବ ।…

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ କସରତ । ମନ୍ତ୍ରୀ, ସାଂସଦଙ୍କ ଦରମା କାଟିବାକୁ କ୍ୟାବିନେଟରେ ନିଷ୍ପତ୍ତି ।…

କନକ ବ୍ୟୁରୋ: ମହାମାରୀ କରୋନା ବିରୋଧୀ ଲଢେଇ ପାଇଁ ସାଂସଦଙ୍କ ଦରମା କାଟିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଆଗାମୀ ଗୋଟିଏ ବର୍ଷ ଅର୍ଥାତ ୨୦୨୧ ଯାଏଁ ସମସ୍ତ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ୩୦ ପ୍ରତିଶତ କମ୍ ଦରମା ପାଇବେ । ଏଥିପାଇଁ ଆଇନରେ ପରିବର୍ତନ କରିବାକୁ ଅଧ୍ୟାଦେଶ ଆଣିବେ…

କେନ୍ଦ୍ରାପଡାରେ ପ୍ରଥମ ପଜିଟିଭ । ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ୩୨ ବର୍ଷିୟ ଯୁବକଙ୍କ ନମୂନାରେ…

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡାରେ ଚିହ୍ନଟ ହେଲା ପ୍ରଥମ କରୋନା ଆକ୍ରାନ୍ତ । ୩୨ ବର୍ଷିୟ ଯୁବକଙ୍କ ନମୂନାରେ କରୋନା ପଜିଟିଭ । ଆକ୍ରାନ୍ତ ଯୁବକ ଜଣଙ୍କ କେନ୍ଦ୍ରାପଡା ଅଞ୍ଚଳର । ଗତ ୨୪ ମାର୍ଚ୍ଚରେ ସେ ଦୁବାଇରୁ ଫେରିଥିଲେ । One 32 years…

ମାସ୍କ ବିନା ଘରୁ ବାହାରିବା ମନା । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଆସନ୍ତା ୯ ତାରିଖରୁ…

କନକ ବ୍ୟୁରୋ: ବିନା ମାସ୍କରେ ଘରୁ ବାହାରିବା ମନା । ଘରୁ ବାହାରକୁ ଗୋଡ କାଢୁଥିଲେ ଆପଣଙ୍କୁ ପିନ୍ଧିବାକୁ ପଡିବ ମାସ୍କ । କାରଣ ଆସନ୍ତା ୯ ତାରିଖରୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ…

ସଟଡାଉନ ସରୁ ସରୁ ଗଡିଲା ଶହ ଶହ ଗାଡି । ସରକାରଙ୍କ ତାଗିଦ ସତ୍ୱେ କେହି ମାନିଲେନି କଟକଣା । ପରିବା, ସଉଦା ପାଇଁ ଗାଡି…

କନକ ବ୍ୟୁରୋ: ରାତିରେ ସଟଡାଉନ ଉଠିଲା ଆଉ ରାତି ପାହୁ ପାହୁ ରାସ୍ତା ଉପରକୁ ଗଡିଆସିଲା ଶହ ଶହ ଗାଡି । ପୋଲିସର କଡା ନିର୍ଦ୍ଦେଶ ପରେ ବି ପନିପରିିବା ଏବଂ ସାମଗ୍ରୀ କିଣିବା ପାଇଁ ଗାଡି ନେଇ ବଜାର ଆସିଥିବା ଚାଳକଙ୍କୁ ରାସ୍ତା ଉପରେ ଶିକ୍ଷା ଦେଇଛି ପୋଲିସ । ଖାଲି ସେତିକି ନୁହେଁ, ଆଜି…

ସାମ୍ପ୍ରଦାୟିକ ମନୋଭାବ ଭୂତାଣୁ ଠାରୁ ବି ଭାରି ଭୟଙ୍କର, ଓଡିଶାରେ ଏହାର ସ୍ଥାନ ନାହିଁ… କାଳିଆ ସାଆନ୍ତଙ୍କ ପରମ…

କନକ ବ୍ୟୁରୋ: ସୁବ୍ରତଙ୍କ ମୁହଁରେ ସାଲବେଗ କାହାଣୀ । କାଳିଆ ସାଆନ୍ତଙ୍କ ପରମ ଭକ୍ତର କାହାଣୀ କହିଲେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସରକାରଙ୍କ ସାମ୍ପ୍ରଦାୟିକ ସଦଭାବନାର ବାର୍ତ୍ତା ଦେଲା ବେଳେ ଭକ୍ତ ସାଲବେଗଙ୍କ କଥା କହିଛନ୍ତି ସୁବ୍ରତ । ତେବେ ସାଲବେଗ ବୃନ୍ଦାବନ ଯାତ୍ରାରେ…