Daily Archives

April 5, 2020

ଦୋକାନୀଙ୍କ ପାଇଁ କାଲିଠୁ କଡା ନିୟମ । ସାମାଜିକ ଦୂରତା ବଜାର ରଖିବାକୁ ସବୁ ଦୋକାନୀଙ୍କୁ ନିର୍ଦ୍ଦେଶ । ନିୟମ ଭାଙ୍ଗିଲେ…

କନକ ବ୍ୟୁରୋ: ସାମାଜିକ ଦୂରତାକୁ ଗୁରୁତ୍ୱ ଦେଲେ ସରକାର । କାଲିଠାରୁ ସାମାଜିକ ଦୂରତା ଉପରେ ଦିଆଯିବ ଅଧିକ ଫୋକସ । ବଜାରରେ ଲୋକଙ୍କ ଭିଡକୁ ଆଖି ଆଗରେ ରଖି ଏବଂ କରୋନା ମୁକାବିଲା ପାଇଁ ଉଭୟ ବିଏମସି ଏବଂ ପୋଲିସ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇଛନ୍ତି ଆଉ କାଲିଠାରୁ ନୂଆ ନିୟମ ଲାଗୁ…

ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତି ୪ ଦିନରେ ଦ୍ୱିଗୁଣିତ ହେଉଛି ଆକ୍ରାନ୍ତଙ୍କ ସଂଖ୍ୟା, ସାମାଜିକ…

କନକ ବ୍ୟୁରୋ: ଭାରତରେ ୩୩୭୪ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭୨ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଥିବାବେଳେ ୭୯କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା । ହେଲେ ଆଶ୍ୱସ୍ତିକର ଖବର ହେଉଛି କି, ଏଯାବତ୍ ୨୬୭ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ…

ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ଜଣେ କପିଳପ୍ରଦାସ ଅଞ୍ଚଳର, ଅନ୍ୟଜଣେ ବମିଖାଲ ଅଞ୍ଚଳର । ୨୩ରେ…

କନକ ବ୍ୟୁରୋ: ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ବମିଖାଲ ଏବଂ କପିଳ ପ୍ରସାଦ ଅଞ୍ଚଳରୁ ୨ ଜଣ କରୋନା ପଜିଟିଭ । ୭୦ ବର୍ଷିୟ ବ୍ୟକ୍ତିଙ୍କ ନମୂନାରେ କରୋନା ପଜିଟିଭ । ବ୍ୟକ୍ତି ଜଣଙ୍କ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ-୨ ଅଞ୍ଚଳର । ସେ ଅଷ୍ଟ୍ରେଲିଆରୁ ଫେରିଥିଲେ । ଗତ ୨୨…

ବ୍ରହ୍ମପୁର ନିକଟସ୍ଥ ଗାଁ କୋଭିଡ୍-୧୯ର ହଟସ୍ପଟ୍ । କୁକୁଡାଖଣ୍ଡି ବ୍ଲକର ମାଟିଆ ସାହି ଗାଁକୁ ହଟସ୍ପଟ ଘୋଷଣା କଲା…

କନକ ବ୍ୟୁରୋ: ବ୍ରହ୍ମପୁର ନିକଟସ୍ଥ କୁକୁଡାଖଣ୍ଡି ବ୍ଲକର ମାଟିଆ ସାହି ଗାଁକୁ କୋଭିଡ୍-୧୯ ହଟସ୍ପଟ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଭୁବନେଶ୍ୱରର ସଂକ୍ରମିତ ଅଂଚଳରୁ ଏହି ମାଟିଆ ସାହି ଗାଁକୁ ୧୩୦ଜଣ ଶ୍ରମିକ ଯାଇଛନ୍ତି । ଏହି ଘଟଣା ପ୍ରଶାସନର ନଜରକୁ ଆସିବା ପରେ ମାଟିଆ ସାହି ଗାଁକୁ…

ଆଜି ରାତି ୯ଟାରେ କେମିତି କରିବେ ବିଜୁଳି ବନ୍ଦ ? ଆପଣଙ୍କ ଘରର କେଉଁ ସୁଇଚ ଅନ୍ ରଖିବେ, କେଉଁ ସୁଇଚ ଅଫ୍ କରିବେ ?…

କନକ ବ୍ୟୁରୋ: କେମିତି କରିବେ ବିଜୁଳି ବନ୍ଦ ? ଆଜି ରାତି ୯ଟାରେ ଆପଣ କେମିତି ଘରର ବିଜୁଳି ବନ୍ଦ କରି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପୂରା କରିବେ । ବିଜୁଳି ବନ୍ଦ ନେଇ ଭିଡିଓ ବାର୍ତ୍ତା ଦେଇଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ତେବେ ଘରର ଲାଇଟ ସୁଇଚ ବନ୍ଦ କରନ୍ତୁ । ଏକା…

କରୋନା: ଅସ୍ତବ୍ୟସ୍ତ ଆମେରିକା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସହଯୋଗ ମାଗିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,…

କନକ ବ୍ୟୁରୋ: ବିଶ୍ୱରେ କରୋନାର ପ୍ରକୋପ ବଢି ବଢି ଚାଲିଛି । ଆଉ ଏବେ ସବୁଠାରୁ ଅଧିକ ଆକ୍ରାନ୍ତ ରହିଛନ୍ତି ଆମେରିକାରେ । କରୋନା ସଂକ୍ରମଣରେ ଆମେରିକାରେ ପ୍ରାୟ ୮ହାଜର ଲୋକ ପ୍ରାଣ ହରାଇଥିବା ବେଳେ ୩ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କରୋନା ଆକ୍ରାନ୍ତଙ୍କ…