Daily Archives

April 4, 2020

ତବଲିଘି ଜମାତରୁ ଫେରିଥିବା ଲୋକଙ୍କୁ ୧୦୪କୁ ଫୋନ କରି ଯୋଗାଯୋଗ କରିବାକୁ କହିଲେ ରାଜ୍ୟ ସରକାର । ସରକାରଙ୍କୁ ଜଣାନ୍ତୁ,…

କନକ ବ୍ୟୁରୋ : ଗୋଟିଏ ଦିନରେ ରାଜ୍ୟର ୧୫ ଜଣ କରୋନା ଭୂତାଣୁରେ ସଂକ୍ରମିତ ହେବା ପରେ ଚିନ୍ତା ବଢିଯାଇଛିି । ବିଶେଷ କରି ନିଜାମୁଦ୍ଦିନ ସମାବେଶରୁ ଫେରିଥିବା ୨୮ ଜଣଙ୍କ ମଧ୍ୟରୁ ୩ ଜଣ ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇଥିବାରୁ ସରକାର ଅଧିକ ସତର୍କ ହୋଇଯାଇଛନ୍ତି । ସଂକ୍ରମିତ ମାନେ ହେଉଛନ୍ତି…

ଶ୍ୱାସରେ କଷ୍ଟ ଭୋଗୁୁଥିବା ସବୁ ରୋଗୀଙ୍କ ତଥ୍ୟ ଦିଅ… ସରକାରୀ ଓ ବେସରକାରୀ ହସ୍ପିଟାଲକୁ ସରକାରଙ୍କ କଡା…

କନକ ବ୍ୟୁରୋ: ଶ୍ୱାସରେ କଷ୍ଟ ପାଉଥିବା ରୋଗୀଙ୍କ ତଥ୍ୟ ଦେବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଲେ ସରକାର । ରାଜ୍ୟର ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । କୌଣସି ହସ୍ପିଟାଲରେ ଯଦି କେହି ଶ୍ୱାସରେ କଷ୍ଟ ଅନୁଭକ କରୁଥିବା ରୋଗୀ ଥାଆନ୍ତି ତେବେ ତାଙ୍କ…

ଗୁଜବକାରୀଙ୍କୁ ସାବଧାନ କରାଇଲେ ପୋଲିସ ଡିଜି । କହିଲେ ସୋସିଆଲ ମିଡିଆରେ ତିକ୍ତତା କିମ୍ବା ଭୟ ସୃଷ୍ଟି କଲା ଭଳି…

କନକ ବ୍ୟୁରୋ: କରୋନା ନେଇ ସୋସିଆଲ ମିଡିଆରେ ଅପପ୍ରଚାର କଲେ ହେବ କଡା କାର୍ଯ୍ୟନୁଷ୍ଠାନ । ସୋସିଆଲ ମିଡିଆରେ କୌଣସି ବି ଗୁଜବକାରୀ ମେସେଜ କିମ୍ବା ଓଡିଶାବାସୀଙ୍କ ମନରେ ଆତଙ୍କ ସୃଷ୍ଟିକାରୀ ମେସେଜ ସେୟାର କରୁଥିଲେ ସାବଧାନ । କାରଣ ଯଦି କେହି ସୋସିଆଲ ମିଡିଆରେ କିଛି ବି ଗୁଜଗ ପୋଷ୍ଟ କରେ…

ତବଲିଗି ଜମାତରୁ ଫେରିଥିଲେ ତଥ୍ୟ ଜଣାନ୍ତୁ… ନିର୍ଭୟରେ ୧୦୪କୁ କଲ କରିବାକୁ ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିବେଦନ…

କନକ ବ୍ୟୁରୋ: ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିବେଦନ କଲେ ରାଜ୍ୟ ସରକାର । ୨୪ ଘଣ୍ଟାରେ ନିର୍ଭୟରେ ଆଗେଇ ଆସି ନିଜର ସବୁ ତଥ୍ୟ ସରକାରଙ୍କୁ ଦେବାକୁ ଆହ୍ୱାନ ଦେଲେ ସୁବ୍ରତ ବାଗଚୀ । ଏହି ସମୟ ଲୁଚାଛପାର ସମୟ ନୁହେଁ । ପୂରା ମାନବ ଜାତି ପାଇଁ ଏହି ସମୟ ଆଶଙ୍କାର ସମୟ ହୋଇଥିବାରୁ ଆପଣମାନେ ଆଗେଇ…

କରୋନା ମୁକାବିଲା : ଜିଲ୍ଲାପାଳ ଓ ଏସପିଙ୍କୁ ପାଣ୍ଡିଆନଙ୍କ ଚିଠି । ପାଣ୍ଡିଆନ କହିଲେ ଆଗାମୀ ୪୮ ଘଣ୍ଟା…

କନକ ବ୍ୟୁରୋ : ରାଜ୍ୟରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆହୁରି ଅଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ଭାବେ ୪୮ ଘଣ୍ଟାପାଇଁ ସଟଡାଉନ କରାଯାଇଥିବା ବେଳେ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନ୍ୟ କିଛି…

ସଟଡାଉନ ହେଲା ଯାଜପୁର ସହର । ବ୍ୟାସନଗର ପୌରାଞ୍ଚଳ ସମେତ ବିଭିନ୍ନ ଗାଁରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା । କାଲି ଯାଜପୁରରେ…

କନକ ବ୍ୟୁରୋ: ସଟଡାଉନ ହେଲା ଯାଜପୁର ସହର ଓ ବିଭିନ୍ନ ଗାଁ । ଯାଜପୁର ଓ ବ୍ୟାସନଗର ଦୁଇ ପୌରାଞ୍ଚଳକୁ ସଟଡାଉନ କଲା ଜିଲ୍ଲା ପ୍ରଶାସନ । ଆଜି ରାତି ୮ଟାରୁ ସୋମବାର ରାତି ୮ଟା ଯାଏଁ ସଟଡାଉନ ଘୋଷଣା । ଯାଜପୁର ସହର ସମେତ ବିଭିନ୍ନ ଗାଁକୁ କରାଗଲା ୪୮ ଘଣ୍ଟିଆ ସଟଡାଉନ । ତେବେ ଚଣ୍ଡିଖୋଲ,…