Daily Archives

April 3, 2020

ଓଡିଶାରେ ଗୋଟିଏ ଦିନରେ ୧୫ କରୋନା ଆକ୍ରାନ୍ତ । ସୂର୍ଯ୍ୟନଗରର ୫ମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତ ।…

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ନେଇ ବଡ ଖବର । ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୦ । ଆଜି ଗୋଟିଏ ଦିନରେ ୧୫ଟି ପଜିଟିଭ ଚିହ୍ନଟ ହୋଇଥିବା ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ । ସୂର୍ଯ୍ୟନଗର ୫ମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତ ।…

ବମିଖାଲ ଅଞ୍ଚଳରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ବଡ଼ ପଦକ୍ଷେପ । ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରି…

କନକ ବ୍ୟୁରୋ: ଭୁବନେଶ୍ୱର ବମିଖାଲ ଅଞ୍ଚଳକୁ ସିଲ କଲା ବିଏମସି । ସନ୍ଧ୍ୟାରେ ଏହି ଅଞ୍ଚଳରୁ ୩ କରୋନା ପଜିଟିଭ୍ ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ପଦକ୍ଷେପ । ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରିବା ସହ ପୂରା ବମିଖାଲକୁ ସିଲ୍ କରାଯାଇଛି । ଏକ୍ରାମ ହଲଠୁ ଝାରପଡ଼ା କେନାଲ ରୋଡ୍ ସିଲ,…

ସଟଡାଉନ ନେଇ ନବୀନଙ୍କ ନିବେଦନ । ୪୮ ଘଣ୍ଟିଆ ସଟଡାଉନ ସମୟରେ ଘରେ ରହିବାକୁ ୩ ସହରବାସୀଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ସଟଡାଉନ ନେଇ ନବୀନଙ୍କ ନିବେଦନ । ସମସ୍ତେ ଘରେ ରହିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୮ ଘଣ୍ଟିଆ ସଟଡାଉନ ପାଇଁ ଭୁବନେଶ୍ୱର, କଟକ ଏବଂ ଭଦ୍ରକବାସୀଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆପଣ ଏବଂ ଆପଣଙ୍କ ପରିବାର ପାଇଁ ଏହି ୪୮ ଘଣ୍ଟା…

ଦିଲ୍ଲୀ ନିଜାମୁଦ୍ଦିନ ସମାବେଶ ବଢ଼ାଇଲା ଚିନ୍ତା! ତିନି ଦିନ ଭିତରେ ଦେଶରେ ହୁ ହୁ ହୋଇ ବଢ଼ିଗଲା କରୋନା ଆକ୍ରାନ୍ତଙ୍କ…

କନକ ବ୍ୟୁରୋ: ଭାରତରେ କରୋନା ଭୂତାଣୁର ହଟ୍ ସ୍ପଟ ବନିଛି ତବଲିଗି ମର୍କଜ । ଗତ ଦୁଇ ଦିନ ଭିତରେ ଭାରତରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ସଂକ୍ରମିତଙ୍କ ମଧ୍ୟରୁ ୬୪୭ଜଣଙ୍କର ସିଧାସଳଖ ସମ୍ପର୍କ ରହିଛି ଦିଲ୍ଲୀର ତବଲିଗି ମର୍କଜ ସହ । ଭାରତରେ କରୋନା ଭୂତାଣୁର ହଟ୍ ସ୍ପଟ ବନିଛି ତବଲିଗି…

ଓଡ଼ିଶା କରୁଛି କରୋନା ମୁକାବିଲା: ଚିନ୍ତା ବଢାଇଲେ ରାଜ୍ୟର ପଂଚମ କରୋନା ଆକ୍ରାନ୍ତ, ସଂକ୍ରମଣକୁ ରୋକିବା ପାଇଁ ଅଧିକ…

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ଚାରିଟି କରୋନା ସଂକ୍ରମଣ ମାମଲାରେ ଥିଲା ବିଦେଶ ଲିଙ୍କ । ଅର୍ଥାତ କରୋନା ସଂକ୍ରମିତ ଦେଶରୁ ଫେରିଥିବାରୁ ଏମାନଙ୍କଠାରେ କୋଭିଡ-୧୯ ପଜିଟିଭ ଦେଖାଯାଇଥିଲା । ହେଲେ ଗୁରୁବାର ଚିହ୍ନଟ ହୋଇଥିବା ପଂଚମ ଆକ୍ରାନ୍ତଙ୍କ ସେଭଳି କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ।…

ରାତି ୮ଟା ପରେ ଘରୁ ଗୋଡ କାଢିବା ମନା । ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟା ଯାଏଁ ସମ୍ପୂର୍ଣ୍ଣ ସଟଡାଉନ୍ କଲେ…

କନକ ବ୍ୟୁରୋ: ଆଜି ରାତି ୮ଟାରୁ କଟକ, ଭୁବନେଶ୍ୱର, ଭଦ୍ରକ ସଟଡାଉନ । ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ସଟଡାଉନ ଘୋଷଣା । ତେବେ ସଟଡାଉନ ବେଳେ କଣ କଣ ଖୋଲା ରହିବ ? ସେନେଇ ସବିଶେଷ ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ । ତେବେ ଚିକିତ୍ସାଳୟ, ପୋଲିସ ସେବା, ଅଗ୍ନିଶମ ସେବା, ଆମ୍ବୁଲାନ୍ସ…