Daily Archives

April 2, 2020

ସିଲ ହେଲା ସୂର୍ଯ୍ୟନଗର । ୫ମ ଆକ୍ରାନ୍ତ ରହୁଥିବା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଗଲା । ସମ୍ପୃକ୍ତ ଅଞ୍ଚଳକୁ…

କନକ ବ୍ୟୁରୋ: ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲେ ସରକାର । ଜନହିତ ପାଇଁ ଆକ୍ରାନ୍ତଙ୍କ ନାମ ଓ ଠିକଣା ପ୍ରକାଶ କଲେ ରାଜ୍ୟ ସରକାର । ଏଥିସହ ୫ମ ଆକ୍ରାନ୍ତ ରହୁଥିବା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବିଏମସି । ଲୋକଙ୍କ ହିତ ପାଇଁ ୫ମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ…

ନିଜାମୁଦ୍ଦିନ୍ ଧାର୍ମିକ ସମାବେଶରୁ ଫେରିଥିବା ଲୋକଙ୍କ ଉପରେ ସରକାରଙ୍କ ନଜର । ୨୨ରୁ ୧୭ ଜଣଙ୍କ ରିପୋର୍ଟ ନେଗେଟିଭ୍,…

କନକ ବ୍ୟୁରୋ: ଓଡ଼ିଶାର କେଉଁମାନେ ଦିଲ୍ଲୀ ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇଥିଲେ, ସମସ୍ତଙ୍କୁ ଚିହ୍ନଟ କରିବା ସହ କେଉଁମାନେ ଫେରିଛନ୍ତି, କେଉଁମାନେ ବାହାରେ ଅଟକି ରହିଛନ୍ତି, ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତନାଘନା ଜାରି ରହିଛି । ସମାବେଶରେ ଯୋଗ ଦେଇ ଓଡ଼ିଶା ଫେରିଥିବା ୨୨ ଜଣଙ୍କ…

ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲେ ସରକାର । ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା । ଘର…

କନକ ବ୍ୟୁରୋ: ୫ମ କରୋନା ଆକ୍ରାନ୍ତଙ୍କ ବାବଦରେ ବଡ ସୂଚନା ଦେଲେ ବିଏମସି କମିଶନର । ୫ମ ଆକ୍ରାନ୍ତଙ୍କ ନାଁ ଓ ଠିକଣା ସାର୍ବଜନୀନ କଲେ ସରକାର । ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରଦୀପ୍ତ ଦଳବେହେରା । ଘର-ସୂର୍ଯ୍ୟନଗର, ପ୍ଲଟ ନଂ ୩୭, ୟୁନିଟ- ୭, ଭୁବନେଶ୍ୱର । ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ…

କରୋନା: ୨୪ ଘଣ୍ଟାରେ ଦେଶରେ ଗଲା ୧୨ ଜୀବନ, ସାମ୍ନାକୁ ଆସିଲା ୩୨୮ ନୂଆ ପଜିଟିଭ୍ କେସ୍ । ସାମାଜିକ ଦୂରତା ପାଳନ…

କନକ ବ୍ୟୁରୋ: ଭାରତର ଚିନ୍ତା ବଢ଼ାଇଲା କରୋନା ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଖିବୁଜିଲେଣି ୧୨ କରୋନା ଆକ୍ରାନ୍ତ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି କି, ବର୍ତମାନ ସୁଦ୍ଧା ଦେଶରେ କରୋନା ଦ୍ୱାରା ୫୦ ଜଣଙ୍କ ଜୀବନ…

କରୋନା ପାଇଁ ବନବାସ କାହାଣୀ: ରାମନବମୀରେ ପ୍ରଭୁ ରାମଙ୍କ ବନବାସ କଥା ବଖାଣିଲେ ବାଗଚୀ । କହିଲେ ମହାମାରୀ ମୁକାବିଲା…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ କାହାଣୀ କହିଲେ ସୁବ୍ରତ ବାଗଚୀ । ବିଶ୍ୱ ମହାମାରୀର ମୁକାବିଲା କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲା ବେଳେ ରାମଙ୍କ ବନବାସର ଗହନ କଥା କହିଲେ ବାଗଚୀ । ଦୁର୍ବାର ପରିସ୍ଥିତିରେ ଓ କଠିନ ସମୟରେ ଦୈନନ୍ଦୀନ…

ରାଜ୍ୟରେ ୯୦୦ ନମୂନା ପରୀକ୍ଷାରୁ ୫ ଜଣଙ୍କ ଠାରେ କରୋନା ପଜିଟିଭ୍ । ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ପଞ୍ଚମ ଆକ୍ରାନ୍ତ…

କନକ ବ୍ୟୁରୋ: ରାଜ୍ୟରେ ୯୦୦ ନମୂନା ପରୀକ୍ଷାରୁ ୫ ଜଣଙ୍କ ଠାରେ କରୋନା ପଜେଟିଭ୍ । ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ପଂଚମ ଆକ୍ରାନ୍ତ ବ୍ୟକ୍ତି । ଅନ୍ୟମାନଙ୍କୁ ଖୋଜିବା ପାଇଁ ଏବେ ଟ୍ରାକିଂ ଜାରି ରହିଥିବା କହିଛନ୍ତି ସୁବ୍ରତ ବାଗଚୀ । ସରକାର କହିଛନ୍ତି ଯେଉଁ ବ୍ୟକ୍ତିଙ୍କ ଠାରେ ଲକ୍ଷଣ…