Daily Archives

April 1, 2020

ରାଜ୍ୟରେ ୫ମ କରୋନା ଆକ୍ରାନ୍ତ ଚିହ୍ନଟ । ଭୁବନେଶ୍ୱରର ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି କରୋନାରେ ସଂକ୍ରମିତ, ସୂଚନା ଦେଲା…

କନକ ବ୍ୟୁରୋ: ଓଡ଼ିଶାରେ ପଞ୍ଚମ କରୋନା ପଜିଟିଭ୍ । ଜଣେ ୬୦ ବର୍ଷିୟ ବୟସ୍କ ବ୍ୟକ୍ତିଙ୍କ ଠାରେ ଚିହ୍ନଟ ହୋଇଛି କରୋନା ଭୂତାଣୁ । ଆକ୍ରାନ୍ତ ଜଣକଙ୍କ ଘର ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୬୦ ବର୍ଷୀୟ ବ୍ୟକ୍ତି ଆଜି ବହୁବିଧ…

ପୁଣି ଚୀନରେ ଖୋଲିଲା ମାଂସ ମାର୍କେଟ୍ । ବିକ୍ରି ହେଲା ବାଦୁଡି, ବଜ୍ରକାପ୍ତା ଓ କୁକୁର ମାଂସ । ଏହି ମାର୍କେଟରୁ ଭୂତାଣୁ…

କନକ ବ୍ୟୁରୋ: ସାରା ବିଶ୍ୱକୁ ମହାମାରୀ କରୋନାର ଯନ୍ତ୍ରଣା ଭିତରକୁ ଠେଲି ଦେଇଥିବା ଚୀନର ଉହାନରେ ପୁଣି ଖେଲିଛି ମାଂସ ମାର୍କେଟ । ବର୍ତମାନ ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣୁ ଉହାନରୁ ଆସିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମାନ ଚୀନ୍ ଉହାନରେ ଥିବା ଏକ ବେଆଇନ ସି ଫୁଡ ବଜାରରୁ…

ତାଲାବନ୍ଦ: ରାଜ୍ୟ ବାହାରେ ଅଟକି ରହିଥିବା ଓଡ଼ିଆଙ୍କ ପାଇଁ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୫ଟି…

କନକ ବ୍ୟୁରୋ: ଭାରତ କରୁଛି କରୋନା ମୁକାବିଲା । ୨୧ ଦିନିଆ ଲକ୍ ଡାଉନ ଯୋଗୁଁ ଓଡ଼ିଶା ବାହାରେ ଅଟକି ରହିଥିବା ଓଡ଼ିଆ ଲୋକଙ୍କ ଯତ୍ନ ନେବାକୁ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେରଳ, ହରିୟାଣା, ତାମିଲନାଡୁ, ତେଲେଙ୍ଗାନା…

ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ । ଜଳିଗଲା ୬ରୁ ଅଧିକ ଦୋକାନ, ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଏଜି ଛକ ନିକଟରେ ଥିବା ଭେଣ୍ଡିଂ ଜୋନରେ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ଅଗ୍ନିକାଣ୍ଡ ଘଟିଛି । ଇଣ୍ଡିଆନ ଏୟାରଲାଇନ୍ସ କାର୍ଯ୍ୟାଳୟ ନିକଟରେ ଥିବା ଏହି ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ ହେବାରୁ ୬ଟି ଦେକାନ ସଂପୂର୍ଣ୍ଣ ଜଳି ଯାଇଥିବା ଜଣାଯାଇଛି । ସେହିପରି…

ଓଡିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ୨ୟ କରୋନା ଆକ୍ରାନ୍ତ । ରିପୋର୍ଟ ନେଗେଟିଭ ଆସିବା ପରେ ଘରକୁୁ ଫେରିଲେ ଯୁବକ

କନକ ବ୍ୟୁରୋ: କରୋନା ନେଇ ଓଡିଶାକୁ ଆଶ୍ୱସ୍ତିକର ଖବର । ସୁସ୍ଥ ହେଲେ ୨ୟ କରୋନା ଆକ୍ରାନ୍ତ । ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ ଆକ୍ରାନ୍ତ । କରୋନା ନମୂନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଥିଲା । ଆଉ ରିପୋର୍ଟ ନେଗେଟିଭ ମିଳିବା ପରେ ତାଙ୍କୁ ଡିସଟାର୍ଜ କରାଯାଇଥିବା ସ୍ୱାସ୍ଥ୍ୟ…

କରୋନା ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଲା ଆମେରିକା । ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧ଲକ୍ଷ ୯୦ହଜାର ।…

କନକ ବ୍ୟୁରୋ: ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ଆମେରିକାରେ ଖୁବଜୋରରେ ବ୍ୟାପିବାରେ ଲାଗିଛି । କରୋନା ମୃତ୍ୟୁରେ ଚୀନ୍କୁ ବି ଟପିଯାଇଛି ଆମେରିକା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆମେରିକାରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ୪ହଜାର ୫୬ଜଣ ଜୀବନ ହରାଇଛନ୍ତି ।…