Daily Archives

March 31, 2020

ଆପଣ ଲୁଡୁ ଖେଳିଛନ୍ତି କି? ତେବେ ଲକଡାଉନ ବୁଝିବାରେ ଅସୁବିଧା କେଉଁଠି ? ଜାଣନ୍ତୁ ଲକଡାଉନ ସହ ଲୁଡୁ ଖେଳର କେମିତି…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ପୂରା ଦେଶରେ ଲକଡାଉନ ହୋଇଥିବା ବେଳେ ସମସ୍ତଙ୍କୁ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ହାତ ଯୋଡି ନିବେଦନ କରିଛନ୍ତି । କାରଣ କେବଳ ସାମାଜିକ ଦୂରତ୍ୱ ରହିଲେ ହିଁ କରୋନାକୁ ମାତ୍ ଦିଆଯାଇପାରିବ । କିନ୍ତୁ ଏହାସତ୍ତେ୍ୱ କିଛି ଏମିତି ଅମାନିଆ ଲୋକେ ଅଛନ୍ତି…

ଓଡ଼ିିଶାରେ ଚତୁର୍ଥ କରୋନା ପଜିଟିଭ୍ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୪ । ଦୁବାଇରୁ ଫେରିଥିବା ଏହି…

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଜଣେ ୨୯ ବର୍ଷିୟ ଯୁବକଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । କରୋନା ଆକ୍ରାନ୍ତ ଯୁବକ ଜଣକ ଭଦ୍ରକର ବୋଲି ସୂଚନା ମିଳିଛି । କିଛି ଦିନ ତଳେ ସେ ଦୁବାଇରୁ ଫେରିଥିଲେ । ଏହାକୁ ମିଶାଇ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ…

ଚାଲିବି ଚାଲିବି ନପଡିବି ଥକି ବୁଜିବା ଆଗରୁ ଆଖି… ତାଲାବନ୍ଦ ପରେ ଘରମୁହାଁ ଶହ ଶହ ଶ୍ରମିକ । ଗାଡି ଗଡୁନି ବୋଲି…

କନକ ବ୍ୟୁରୋ: ଆଗରେ ପଡିଛି ପଥ ବହୁ ଦୂର ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନପଡିବି ଥକି ବୁଜିବା ଆଗରୁ ଆଖି... ପିଲାଦିନେ ହୁଏତ ଏ କଥା ଜୀବନର ଲକ୍ଷ୍ୟ ହାସଲ ପାଇଁ ଶିଖାଯାଇଥିଲା ହେଲେ ଆଜି ପ୍ରାଣ ବଞ୍ଚାଇବା ପାଇଁ, ଜୀବନ ଯୁଦ୍ଧରେ ଜିତିବା ପାଇଁ ସେ କଥାକୁ ମର୍ମେ ମର୍ମେ ବୁଝି ଡହଡହ…

ଦିଲ୍ଲୀର ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ସଂକ୍ରମଣ । ୨୪ ଜଣ ପଜିଟିଭ, ୪୪୧ଜଣଙ୍କ ଠାରେ କରୋନା ଲକ୍ଷଣ । ଓଡିଶା ମଧ୍ୟ…

କନକ ବ୍ୟୁରୋ: ଦିଲ୍ଲୀ ନିଜାମୁଦ୍ଦିନର ତବଲିଘି ଜମାତକୁ ଏବେ କରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳୀ ବୋଲି କୁହାଯାଉଛି । କାରଣ ଏଠାରେ ଆୟୋଜିତ ଧାର୍ମିକ ସମାବେଶରେ ଯୋଗଦେଇଥିବା ୨୪ଜଣଙ୍କର ମଧ୍ରରେ ଏହି ଭୂତାଣୁ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି । ଏହାସହ ତେଲେଙ୍ଗାନା ହାଇଦ୍ରାବାଦରେ ୭ଜଣ ଓ…

ସୀମା ଜଗିଛି ପୋଲିସ । ଓଡିଶା- ଛତିଶଗଡ ସୀମା ସିଲ୍, ନବରଙ୍ଗପୁରରେ ୨୪ ଘଂଟିଆ ପହରା, ମାଲବାହୀ ଗାଡିକୁ ଛାଡି ଅନ୍ୟ…

କନକ ବ୍ୟୁରୋ: ହାତରେ ବନ୍ଧୁକ ଧରି ସୀମା ଜଗିଛି ପୋଲିସ । ପାରାମିଲିଟାରୀ ଫୋର୍ସର ଯବାନ ବି ପହରା ଦେଉଛନ୍ତି । ସୀମା ସିଲ ପାଇଁ ସରକାର ନିର୍ଦେଶ ଦେବା ପରେ ମାଲକାନଗିରି-ଛତିଶଗଡ ସୀମାରେ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା । ସୀମା ଦେଇ ଯିଏ ବି ଯାଉଛି ତାକୁ ପଚରାଉଚରା କରାଯାଉଛି । ଗାଡି…

ଓଡିଶା ବାହାରେ ଅଟକି ରହିଛନ୍ତି ଦେଢଲକ୍ଷ ପ୍ରବାସୀ ଶ୍ରମିକ । ସ୍ଥିତି ନେଇ ସମୀକ୍ଷା କଲେ ସରକାର, କହିଲେ ସୁବିଧା…

କନକ ବ୍ୟୁରେର: ମହାମାରୀ କରୋନା ପାଇଁ ସାରା ଦେଶରେ ତାଲାବନ୍ଦ ଭିତରେ ବିଭିନ୍ନ ରାଜ୍ୟରୁ ଶ୍ରମିକଙ୍କ ଏଭଳି ଅନୁରୋଧର ଦୃଶ୍ୟ ଆସିବାରେ ଲାଗିଥିଲା । କିନ୍ତୁ ରାଜ୍ୟ ସୀମା ସିଲ୍ ହେବା ପରେ ସେମାନଙ୍କ ଫେରିବା ବାଟ ବି ବନ୍ଦ ହୋଇଯାଇଛି । ବର୍ତମାନର ସ୍ଥିତିରେ ଯିଏ ଯେଉଁଠି ଅଛି ସେଠାରେ ରହିବା…