Daily Archives

March 29, 2020

ଅପେକ୍ଷା କର ମୁଁ ଆସୁଛି… ରାମାୟଣ-ମହାଭାରତ ପରେ ପୁଣି ଟିଭି ପରଦାକୁ ଫେରିପାରେ ପିଲାଙ୍କ ପ୍ରିୟ ସିରିଏଲ…

କନକ ବ୍ୟୁରୋ: ପୁଣି ଫେରିପାରେ ଶକ୍ତିମାନ । ଟିଭି ପରଦାକୁ ଫେରିପାରେ ପିଲାଙ୍କ ମନ ପସନ୍ଦର ଧାରାବାହିକ ଶକ୍ତିମାନ । ଲକଡାଉନ ସମୟରେ ପିଲାଙ୍କ ସ୍କୁଲ, କଲେଜ ବନ୍ଦ ଥିବାରୁ ସେମାନଙ୍କ ମନୋରଞ୍ଜନ ପାଇଁ ଟିଭିରେ ପ୍ରସାରିତ ହୋଇପାରେ ଶକ୍ତିମାନ ସିରିଏଲ । ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ…

କରୋନା ମୁକାବିଲା: ସଂକ୍ରମଣ ରୋକିବାକୁ ସ୍ୱତନ୍ତ୍ର ଆପ୍, ହୋମ୍ କ୍ୱାରେଣ୍ଟିନରେ ଥିବା ବ୍ୟକ୍ତିଙ୍କ ଗତିବିଧି ଉପରେ ରଖିବ…

କନକ ବ୍ୟୁରୋ: କେମିତି ହାରିବ କରୋନା? କ’ଣ କଲେ ରୋକି ହେବ କୋଭିଡ୍-୧୯ର ସଂକ୍ରମଣ? ଯେତେବେଳେ ‘ବିଶ୍ୱ ମହାମାରୀ’ କରୋନା ସାରା ମାନବ ଜାତି ପାଇଁ ଚିନ୍ତାର କାରଣ ପାଲଟିଛି ତାକୁ ହରାଇବା ପାଇଁ ବିଶ୍ୱର ଶକ୍ତିଶାଳୀ ଦେଶମାନେ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ତେବେ ଭାରତରେ ମଧ୍ୟ ଦିନକୁ ଦିନ…

କରୋନା ହାରିବ ମଣିଷ ଜିତିବ: ଭାରତରେ ତିଆରି ହେଲା କରୋନା ପରୀକ୍ଷା କିଟ୍ । ଭାଇରସ୍ ଉପରେ ଗବେଷଣା କରୁଥିବା…

କନକ ବ୍ୟୁରୋ: ମିନାଲ ଭୋସଲ । ଭାଇରସ୍ ଉପରେ ଗବେଷଣା କରୁଥିବା ଏହି ମହିଳା ଏବେ ଚର୍ଚ୍ଚାରେ । କାରଣ ଦେଶର ପ୍ରଥମ କରୋନା ପରୀକ୍ଷା କିଟ୍ ତିଆରି କରିବା ପଛରେ ରହିଛି ମିନାଲଙ୍କ ପ୍ରମୁଖ ଭୂମିକା । ତାଙ୍କର ନିଷ୍ଠା ଓ ସେବା ମନୋଭାବକୁ ନେଇ ପ୍ରଶଂସା କରାଯାଉଛି । ଯେଉଁଦିନ ସେ କରୋନା ପରୀକ୍ଷା…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି । ୧୦୨୪ ଜଣ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା

କନକ ବ୍ୟୁରୋ: ୨୭ରେ ପହଞ୍ଚିଲା କରୋନା ମୃତ୍ୟୁ । ଦେଶରେ କରୋନା ସଂକ୍ରମଣରେ ଗଲା ୨୭ ଜଣଙ୍କ ଜୀବନ । ଭାରତରେ ଧୀରେ ଧୀରେ ବଢ଼ୁଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏଯାଏଁ ୨୭ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦୨୪ ଜଣ କରୋନା ସଂକ୍ରମିତ…

ଭାରତରେ କେଉଁ ଷ୍ଟେଜ୍ ରେ ରହିଛି କରୋନା? କ’ଣ କହୁଛନ୍ତି ବିଶେଷଜ୍ଞ, କ’ଣ ରହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର…

କନକ ବ୍ୟୁରୋ: ଭାରତ କରୁଛି କରୋନା ମୁକାବିଲା । ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରିଥିବା ବିଶ୍ୱ ମହାମାରୀ କରୋନାର ମୁକାବିଲା କରିବାକୁ ବିଭିନ୍ନ ପଦକ୍ଷେପ ନେଉଛି ଭାରତ । ହେଲେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଏହାକୁ କିଭଳି ରୋକାଯାଇ ପାରିବ ତାହା ସରକାରଙ୍କ ଚିନ୍ତା ବଢ଼ାଇଛି ।…

ଖାଇବା କେଉଁଠି, ରହିବା କେଉଁଠି… ଦେଶବ୍ୟାପୀ ତାଲାବନ୍ଦ ଯୋଗୁଁ ଓଡିଶା ବାହାରେ ଫସିଛନ୍ତି ହଜାର ହଜାର ଓଡିଆ…

କନକ ବ୍ୟୁରୋ: ସାରା ଦେଶ ବର୍ତ୍ତମାନ ଲକଡାଉନ ଥିବାବେଳେ ଓଡିଶା ବାହାରେ ଅଟକି ଯାଇଥିବା ଦାଦନ ଶ୍ରମିକଙ୍କ ନିବେଦନ ଅନେକଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି । ଅଧା ବାଟରେ ଅଟକିଥିବା ଶ୍ରମିକ, ଘରମୁହାଁ ହୋଇଥିବା ଦାଦନ ହାତଯୋଡି ଅନୁରୋଧ କରୁଛନ୍ତି କେମିତି ତାଙ୍କୁ ନିଜ ରାଜ୍ୟ ଓଡିଶାକୁ…