Daily Archives

March 28, 2020

ଲକ୍ ଡାଉନ୍ ହଟିବା ପରେ ଚୀନରୁ ଆସିଲା ଲଢେଇ ଚିତ୍ର । ହୁବେଇ ସହରରୁ ବାହାରକୁ ଯିବା ପାଇଁ ବସଷ୍ଟାଣ୍ଡ, ଟ୍ରେନ ଷ୍ଟେସନରେ…

କନକ ବ୍ୟୁରୋ: ଚୀନରେ ଲକ୍ ଡାଉନ୍ ହଟିବା ପରେ ହୁବେଇ ସହର ବାହାରକୁ ଚାଲିଯିବାକୁ ବସ୍ ଷ୍ଟାଣ୍ଡ ଓ ଟ୍ରେନ୍ ଷ୍ଟେସନରେ ଭିଡ ଜମାଉଛନ୍ତି ହଜାର ହଜାର ସଂଖ୍ୟାରେ ଲୋକେ । ଏହି ସମୟରେ କେତେକ ସ୍ଥାନରେ ଦେଖିବାକୁ ମିଳିଛି ହିଂସା । ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇ ନାରାବାଜି କରିବା ସହ ପୋଲିସ…

ଲକଡାଉନ ଆଣିଲା ଆଖିରେ ଲୁହ । ତାଲାବନ୍ଦ ପାଇଁ ରାସ୍ତାରେ ଗଡୁନି ଗାଡି, କେମିତି ଘରକୁ ଫେରିବେ ଦିନ ମଜୁରିଆ ? ବାଟ…

କନକ ବ୍ୟୁରୋ: ଲକଡାଉନ ପାଇଁ ଏବେ ଘରେ ରହିଛି ସାରା ଦେଶ । ଗାଡିମଟର ଚାଲୁନି କି ରାସ୍ତାରେ ଲୋକଙ୍କ ଭିଡ ଜମୁନି । କରୋନା ମୁକାବିଲା ପାଇଁ ସମସ୍ତ ଯାନବାହନ ବନ୍ଦ କରାଯାଇଥିବାରୁ ଅଧା ବାଟରେ ଅଟକିଥିବା ଲୋକ ହନ୍ତସନ୍ତ ହେଉଛନ୍ତି । ତେବେ ଲକଡାଉନ ବଳେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଚିତ୍ର ।…

ଭାରତ କରୁଛି କରୋନା ମୁକାବିଲା । କୋଭିଡ୍-୧୯ର ପରୀକ୍ଷା ପାଇଁ ୪୪ଟି ଘରୋଇ ଲାବ୍ରୋଟୋରିକୁ ଅନୁମୋଦନ ଦେଲା ଆଇସିଏମଆର ।

କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନାକୁ ହରାଇବା ପାଇଁ ଭାରତ କରୁଛି ଲଢ଼େଇ । ଏନେଇଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ମାରାତ୍ମକ କରୋନା ଭାଇରସର ପରୀକ୍ଷା କରିବା ପାଇଁ ୧୨୧ଟି ସରକାରୀ ଲାବୋରେଟୋରୀକୁ ଅନୁମୋଦନ ଦିଆଯାଇଥିଲା । List of private…

କାଲି ଘଣ୍ଟାଏ ବନ୍ଦ ରହିବ ୧୦୪ ନମ୍ବର । ସକାଳ ୬ରୁ ୭ଟା ଯାଏଁ ହେଲ୍ପଲାଇନ ନମ୍ବର ବନ୍ଦ କରାଯିବ । କରୋନା ମୁକାବିଲା ନେଇ…

କନକ ବ୍ୟୁରୋ: ଓଡିଶା କରୁଛି କରୋନା ମୁକାବିଲା । ଓଡିଶାରେ ଏଯାଏଁ ୩ଟି ପଜିଟିଭ ବାହାରିଥିବା ବେଳେ ସତର୍କ ଏବଂ ସଚେତନତା ପାଇଁ ରାଜ୍ୟ ସରକାର ସବୁ ଦିଗରୁ ଉଦ୍ୟମ ଚଳାଇଛନ୍ତି । ତେବେ ଲକଡାଉନ ସମୟରେ ଘରୁ ନବାହାରିବା ପାଇଁ ସରକାର ବାରମ୍ବାର ପରାମର୍ଶ ଦେଉଥିବା ବେଳେ ଲୋକଙ୍କ କୌଣସି ଅସୁବିଧା…

ଲକ୍ ଡାଉନ୍ ନିୟମ ଭାଙ୍ଗି ଆମ୍ବୁଲାନ୍ସକୁ ଜରିମାନା । ଆମ୍ବୁଲାନ୍ସରେ ଯାଉଥିଲେ ଯାତ୍ରୀ, ବାଟରେ ଧରି ବଡ଼ ଜରିମାନା…

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି | ସାମାଜିକ ଦୂରତା ବଜାୟ ରଖିବା ଲାଗି ଲୋକମାନଙ୍କୁ ଘରେ ରହିବା ପାଇଁ ଅନୁରୋଧ କରାଯାଇଛି । ଏଥିସହ ପରିବହନ ବ୍ୟବସ୍ଥାକୁ ମଧ୍ୟ ବନ୍ଦ ରଖାଯାଇଛି। ଏସବୁ ସତ୍ତ୍ବେ କିଛି ଲୋକ ବିଭିନ୍ନ…

୧୧୨ ଜଣଙ୍କ ସଂସ୍ପର୍ଶରେ ତୃତୀୟ କରୋନା ଆକ୍ରାନ୍ତ । କାହା କାହା ସଂସ୍ପର୍ଶରେ ଆସିଛନ୍ତି ଆକ୍ରାନ୍ତ ବ୍ୟକ୍ତି ? ସୁବ୍ରତ…

କନକ ବ୍ୟୁରୋ: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସବିଶେଷ ସୂଚନା ଦେଲେ ସୁବ୍ରତ ବାଗଚୀ । ଦ୍ରୃତ ସଂକ୍ରାମକର ଉଦାହରଣ ଦେଇ ଓଡିଶାର ୩ ଆକ୍ରାନ୍ତଙ୍କ କନଟାକ୍ଟ ଚେନର ପୂରା ସୂଚନା ଦେଲେ ସୁବ୍ରତ । ୩ୟ ଆକ୍ରାନ୍ତ ବ୍ୟକ୍ତି ମୋଟ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ବିମାନରେ ୩୨ ଜଣଙ୍କ…