Daily Archives

March 28, 2020

କରୋନା ମୁକାବିଲା ପାଇଁ କିମ୍ସ ପ୍ରସ୍ତୁତ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ‘କୋଭିଡ-୧୯’ ହସ୍ପିଟାଲର ପ୍ରସ୍ତୁତି…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଓଡିଶା । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦୁଇ ଦିନ ତଳେ ଘୋଷଣା କରିଥିଲେ । ଆଉ ସଙ୍କଟ ସମୟରେ ମେଡିକାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢାଇଥିଲେ ଦୁଇ ଘରୋଇ…

ଶ୍ରମିକ ପରିବାରଙ୍କ ଅବସ୍ଥା ପାଇଁ କେନ୍ଦ୍ରକୁ ଦାୟୀ କଲା କଂଗ୍ରେସ । ଟ୍ୱିଟରରେ ରାହୁଲଙ୍କ ସମାଲୋଚନା, ଦାଦନ…

କନକ ବ୍ୟୁରୋ: ଲକଡାଉନ ଭିତରେ ଶ୍ରମିକଙ୍କ ପଳାୟନକୁ ପାଇଁ କେନ୍ଦ୍ରକୁ ଦାୟୀ କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଶୀଘ୍ର କେନ୍ଦ୍ର ସରକାର ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ତିନିଟି ଟ୍ୱିଟ୍ କରି ରାହୁଲ ଲେଖିଛନ୍ତି ଶହ ଶହ ଭାଇ ଭଉଣୀ ଭୋକ ଶୋଷରେ…

ଭୁବନେଶ୍ୱରରେ ପହଞ୍ଚିଲା ମାସ୍କ । କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ବିମାନ ଯୋଗେ ୨୦ ହଜାର ଏନ-୯୫ ମାସ୍କ ସହ ୨୦ ଲକ୍ଷ…

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲା ମାସ୍କ । ସ୍ୱତନ୍ତ୍ର ବିମାନ ଯୋଗେ ଏନ-୯୫ ମାସ୍କ ଭୁବନେଶ୍ୱରରେ ପହଞ୍ଚିଲା । କରୋନା ମୁକାବିଲା ପାଇଁ ୨୦ ହଜାର ଏନ-୯୫ ମାସ୍କ ସ୍ୱତନ୍ତ୍ର ବିମାନରେ ଆସିଲା । ଏଥିସହ ୨୦ ଲକ୍ଷ ତ୍ରିସ୍ତରୀୟ ମାସ୍କ ବି ରାଜ୍ୟ ଔଷଧ ନିଗମର କେନ୍ଦ୍ରୀୟ ଔଷଧ ଭଣ୍ଡାରରେ…

କୋଭିଡ-୧୯ କ’ଣ ଏବଂ କେମିତି ଜାଣିବେ ଏହାର ସଂକ୍ରମଣର ଲକ୍ଷଣ ?

କନକ ବ୍ୟୁରୋ: ଏହା କରୋନା ଭୂତାଣୁ ପରିବାରର ଏକ ସଦସ୍ୟ । ଯାହା ପୂର୍ବରୁ କେବେ ସାମ୍ନାକୁ ଆସିନଥିଲା । ଅନ୍ୟ କରୋନା ଭୂତାଣୁ ଭଳି ଏହା ପ୍ରାଣୀଙ୍କ ଠାରୁ ମଣିଷ ଦେହକୁ ସଂକ୍ରମିତ ହୋଇଥିବା ଦାବି ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ-୧୯କୁ ମହାମାରୀ ଘୋଷଣା କରିସାରିଛି । ନଭେଲ କରୋନା…

ତାଲବନ୍ଦ ବଢାଇଲା ଦାଦନ ଶ୍ରମିକଙ୍କ ଦୁଃଖ । ଚାଲି ଚାଲି ପରିବାର ସହ ଘରକୁ ଫେରୁଛନ୍ତି ଲୋକେ । ଦିଲ୍ଲୀ-ୟୁପି ସୀମାରୁ…

କନକ ବ୍ୟୁରୋ: ଟ୍ରେନ, ବସ ଓ ଗାଡି ମୋଟର ଚଳାଚଳ କରୁନଥିବାରୁ ଏମାନେ ଚାଲିଚାଲି ମାଇଲ ମାଇଲ ବାଟ ଅତିକ୍ରମ କରୁଥିବା ଖବର ବିଭିନ୍ନ ରାଜ୍ୟରୁ ଆସିବାରେ ଲାଗିଛି । କରୋନା ସଂକ୍ରମଣର ଭୟ ଓ କାମ ବନ୍ଦ ପରେ ଘରକୁ ଫେରିବା ପାଇଁ ଦାଦନ ଶ୍ରମିକଙ୍କ ଭିଡ । ଦିଲ୍ଲୀ ସୀମାରେ ଥିବା ଗାଜିପୁରର ଏହି…

ଆମେ ଥିବା ଯାଏଁ କେହି ରହିବେନି ଭୋକିଲା… ତାଲାବନ୍ଦ କଟକଣା ଭିତରେ ପେଟରେ ପଡୁନି ଦାନା, ନିରାଶ୍ରୟ ଓ ଭୋକିଲାଙ୍କ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସରକାର ୨୧ ଦିନିଆ ତାଲାବନ୍ଦ ଘୋଷଣା କରିଛନ୍ତି । ଯେଉଁଥିପାଇଁ ବିଭିନ୍ନ ସ୍ଥାନରେ ଫଶି ଯାଇଛନ୍ତି ହଜାର ହଜାର ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ଲୋକ । କିଏ ଅଧା ବାଟରେ ଅଟକିଛି ତ ପୁଣି କିଏ ଖାଇବାକୁ ନପାଇ ଭୋକ ବିକଳରେ ଡହଳ ବିକଳ ହେଉଛି । ଦୋକାନ…