Daily Archives

March 26, 2020

ମାରାତ୍ମକ ଭୂତାଣୁର ମୁକାବିଲାରେ ଓଡ଼ିଶା ଆଗୁଆ । ପ୍ରତିଷ୍ଠା ହେବ ୧୦୦୦ ବେଡର ‘କୋଭିଡ୍-୧୯’ ହସ୍ପିଟାଲ। ‘ବିଶ୍ୱ…

କନକ ବ୍ୟୁରୋ: କିଭଳି ବିଶ୍ୱ ମହାମାରୀ ‘କରୋନା’ର ମୁକାବିଲା କରିବ ଭାରତ? କ’ଣ କଲେ ମହାମାରୀ ମୁହଁରୁ ବର୍ତ୍ତିଯିବ ଦେଶ? ଏଭଳି ଆଶା ଆଶଙ୍କା ଲାଗି ରହିଥିବାବେଳେ ଦେଶକୁ ନୂଆ ଦିଶା ଦେଖାଇଛି ଓଡ଼ିଶା । ପୁର୍ବରୁ ବଡ଼ ବଡ଼ ବିପର୍ଯ୍ୟୟର ମୁକାବିଲା ସଫଳତାର ସହ କରିଥିବା ଓଡ଼ିଶା ଏବେ ‘କରୋନା’ର ସଫଳ…

ଦେଶରେ ବଢିବାରେ ଲାଗିଛି କରୋନା । ୧୬ ଜଣଙ୍କ ଗଲାଣି ଜୀବନ, ୬୯୪ ହେଲେଣି ଆକ୍ରାନ୍ତ

କନକ ବ୍ୟୁରୋ : ଦେଶରେ ୧୬ ଜଣଙ୍କ ଜୀବନ ନେଲାଣି କରୋନା । ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମୋଟ ୬୯୪ ଜଣ ଆକ୍ରାନ୍ତ ହେଲେଣି । ତେବେ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମାତ୍ର ଗୋଟିଏ ଦିନରେ ୮୮ ନୂଆ କେସ…

ଘରକୁ ଫେରିବା ଲାଗି ୪ଦିନ ଚାଲିବେ ଶ୍ରମିକ । ଦେଶବ୍ୟାପୀ ଲକ୍ ଡାଉନ ପରେ ଦିଲ୍ଲୀରେ ଦିନ ମଜୁରିଆଙ୍କ ମୁଣ୍ଡରେ ଚଡକ ।…

କନକ ବ୍ୟୁରୋ: ୧୭ବର୍ଷୀୟ ଶାନ୍ତି ପାଲ୍ । ଦିଲ୍ଲୀରୁ ଉତରପ୍ରଦେଶ ବଦାଓଁ ଅଭିମୁଖେ ବାହାରିଛନ୍ତି । ତାହା ପୁଣି ଚାଲି ଚାଲି । ଦିଲ୍ଲୀରେ ଗୋଟିଏ ଉଠା ଦୋକାନ କରି ଛୋଲେ, ଭଟୁରେ ବିକ୍ରି କରି ପରିବାର ଚଳାଉଥିଲେ ଶାନ୍ତି । କିନ୍ତୁ ଏବେ ଲକ୍ ଡାଉନ୍ ପାଇଁ ସବୁ ବନ୍ଦ ହୋଇଯିବା ପରେ ବାଧ୍ୟହୋଇ…

କରୋନା ମୁକାବିଲା : ଜି-୨୦ ରାଷ୍ଟ୍ରମାନଙ୍କ ପକ୍ଷରୁ ୫ ଲକ୍ଷ କୋଟି ଡଲାର ପ୍ୟାକେଜ ଘୋଷଣା

କନକ ବ୍ୟୁରୋ : ବିଶ୍ୱରେ କରୋନା ମହାମାରୀ ମାଡ଼ିଚାଲିଥିବାବେଳେ ବିଶ୍ୱ ଅର୍ଥନୀତି ବିପଦରେ ପଡ଼ିଯାଇଛି । ଏହି ସ୍ଥିତିର ମୁକାବିଲା ଲାଗି ଜି-୨୦ ଦେଶ ସମୂହ ୫ ଲକ୍ଷ କୋଟି ଡଲାରର ସହାୟତା ରାଶି ଘୋଷଣା କରାଯାଇଛି । ଆଜି ଜି-୨୦ ଦେଶମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ଥିତିର ସମୀକ୍ଷା କରିବା…

ରାଜ୍ୟରେ ୩ୟ କରୋନା ଆକ୍ରାନ୍ତ ଚିହ୍ନଟ । ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

କନକ ବ୍ୟୁରୋ : ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ୨ ଥିବା ବେଳେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଲା ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ସମସ୍ତ ଆକ୍ରାନ୍ତ ରାଜଧାନୀର ବୋଲି…