Daily Archives

March 25, 2020

ସ୍ୱାଭାବିକ ଚାଲିବ ମାଲଗାଡି । ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ । ପରିବହନ ଗାଡି ପାଇଁ ଦରକାର…

କନକ ବ୍ୟୁରୋ: ସ୍ୱାଭାବିକ ଚାଲିବ ମାଲଗାଡି । ମାଲ ପରିବହନ ଗାଡି ସ୍ୱାଭାବିକ ଚଳପ୍ରଚଳ ପାଇଁ ନିର୍ଦ୍ଦେଶ । ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । ଲକଡାଉନ ପାଇଁ ତନଖି ଫାଟକରେ ଅଟକିଥିବା ମାଲଗାଡି ଛାଡିବାକୁ ସରକାରଙ୍କ ନିର୍ଦ୍ଦେଶ । ତେବେ ମାଲ ପରିବହନ ଗାଡି ଚାଲିବା…

ଅନ୍ତଃରାଜ୍ୟ ତନଖି ଫାଟରେ ଛଡାଯାଉ ମାଲଗାଡି । କଟକଣା ହଟାଇ ମାଲଗାଡି ଛାଡିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି…

କନକ ବ୍ୟୁରୋ: ଅନ୍ତଃରାଜ୍ୟ ତନଖି ଫାଟକରେ ମାଲଗାଡ଼ିକୁ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦେଶବ୍ୟାପି ୨୧ ଦିନ ଯାଏଁ ଲକଡାଉନ ଘୋଷଣାକୁ ମୁଁ ସ୍ୱାଗତ ଜଣାଉଛି । ଓଡ଼ିଶା ସରକାର…

କରୋନା ନେଇ ସଲମାନ ଖାନଙ୍କ ଭିଡିଓ ମେସେଜ । ରାଜ୍ୟ ସରକରାଙ୍କ ପଦକ୍ଷେପକୁ ମାନିବାକୁ କଲେ ଅନୁରୋଧ । ବିରାଟ, ଅନୁଷ୍କା…

କନକ ବ୍ୟୁରୋ: କରୋନା ଭୂ୍ତାଣୁ ସଂକ୍ରମଣର ଚେନ୍କୁ ଭାଙ୍ଗିବା ପାଇଁ ସାରା ଦେଶ ଲକ୍ ଡାଉନ୍ ହୋଇଛି । ୨୧ଦିନ ପର୍ଯ୍ୟନ୍ତ କେହି ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି । ଏହାରି ଭିତରେ ଫିଲ୍ମ ଓ ଖେଳ ଜଗତର ତାରକା ମାନେ ଏହି ଲକ୍ ଡାଉନ୍କୁ ମାନିବା ପାଇଁ ପରାମର୍ଶ…

ଏପ୍ରିଲ ୧୪ ଯାଏଁ ଗଡିବନି ଟ୍ରେନ । ଲକଡାଉନ ପାଇଁ ଦେଶର ସମସ୍ତ ଟ୍ରେନ ସେବା ବାତିଲ । ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ…

କନକ ବ୍ୟୁରୋ: ଏପ୍ରିଲ ୧୪ ଯାଏଁ ଗଡିବନି ଟ୍ରେନ । ସାରା ଦେଶରେ ଆସନ୍ତା ୧୪ ଏପ୍ରିଲ ପର୍ଯ୍ୟନ୍ତ କୌଣସି ଟ୍ରେନ ଚାଲିବନି । କରୋନା ମୁକାବିଲା ପାଇଁ ଦେଶର ସମସ୍ତ ଟ୍ରେନ ସେବା ବାତିଲ । ପାସେଞ୍ଜର, ମେଲ ଏବଂ ଏକ୍ସପ୍ରେସ ଟ୍ରେନ ବାତିଲ । ତେବେ ପୂର୍ବରୁ ୩୧ ମାର୍ଚ୍ଚ ଯାଏଁ ଟ୍ରେନ ସେବା ବାତିଲ…

ହୁବେଇରେ ସାମାନ୍ୟ ହେଉଛି ସ୍ଥିତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରୁ ୯୦ଦିନ ପରେ ହଟିଲା ଲକ୍ ଡାଉନ୍ । ୪ମାସ ପରେ…

କନକ ବ୍ୟୁରୋ: କରୋନା ଭାଇରସର ଭୟାବହତା ଭିତରେ ଆସିଛି କିଛି ଆଶ୍ୱସ୍ତିକର ଖବର । ୯୦ଦିନ ପରେ ପୁଣି ଖୋଲିଛି ଚୀନର ହୁବେଇ ପ୍ରାନ୍ତ । ଚୀନରେ କରୋନା ଭୂତାଣୁ ସଂକ୍ରମଣକୁ କିଛି ମାତ୍ରାରେ ରୋକାଯାଇଥିବା ଯୋଗୁଁ ଏବେ ସ୍ଥିତି ସ୍ୱାଭାବକ ହୋବକୁ ଲାଗିଛି । ଚୀନର ହୁବେଇ ପ୍ରାନ୍ତର ରାଜଧାନୀ…

ବିଶ୍ୱ କରୁଛି କରୋନା ମୁକାବିଲା: କରୋନାକୁ ହରାଇବାରେ କେମିତି ସଫଳ ହେଲା ଚୀନର ପଡ଼ୋଶୀ ରାଷ୍ଟ୍ର ଦକ୍ଷିଣ କୋରିଆ?…

କନକ ବ୍ୟୁରୋ: ଚୀନର ପଡୋଶୀ ରାଷ୍ଟ୍ର ଦକ୍ଷିଣ କୋରିଆ । ମାରାତ୍ମକ କରୋନା ଭୂତାଣୁର ଉତ୍ପତିସ୍ଥଳ ଉହାନଠାରୁ ମାତ୍ର ୧୩ ଶହ ୮୨ କିଲୋମିଟର ଦୂରରେ ରହିଛି ଏହି ଦେଶ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଭୂତାଣୁ ସଂକ୍ରମଣରେ ଏହା ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି । କିଭଳି ସଂକ୍ରମଣକୁ ନିୟନ୍ତ୍ରଣ…